ଓଡିଶା ନ୍ୟୁଜ/ Odisha News

Tag Archives: ପି.କେ.ମହାନ୍ତି

ସାକ୍ଷାତକାର

ଓଡିଶାର ଦାରିଦ୍ର୍ୟ ଦୂର କରିବା ପାଇଁ ପର୍ଯ୍ୟଟନ ଉଦ୍ୟୋଗର ବିକାଶ ଜରୁରୀ

ମୋ' ଧର୍ମପତ୍ନୀ ପ୍ରଣତୀ, ସୂଚନା ସେବା ବିଭାଗର ଜଣେ ଅଧିକାରୀ । ତାଙ୍କର ଅଭିଳାଷ ରହିଛି ଏମିତି ଏକ ସଂସ୍ଥା ସ୍ଥାପନ କରିବେ, ଯେଉଁ ସଂସ୍ଥା ଖରା ଦିନେ ଅନାହାର ମୃତ୍ୟୁ ରୋକିବା ପାଇଁ ଆଦିବାସୀ ଅଧ୍ୟୁସିତ ଇଲାକା ଗୁଡିକର ଆଦିବାସୀ ଏବଂ ଅନ୍ୟ ଗରିବ ଲୋକମାନଙ୍କ ମୁହଁରେ ମୁଠାଏ ଦାନା ଦେବାକୁ ସକ୍ଷମ ହେବ ।

ବିସ୍ତୃତ