ଓଡିଶା ନ୍ୟୁଜ/ Odisha News

Tag Archives: ପୁଞ୍ଜି ପ୍ରତ୍ୟାହାର

ଅର୍ଥ-ବ୍ୟବସାୟ

ନାଲକୋ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ପୁନର୍ବିଚାର ପାଇଁ ବିଜେଡିର ଦାବି

ବିଜେଡି ସାଂସଦଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବ ପରେ ତୋମାର କହିଛନ୍ତି ସେ ଏ ସଂକ୍ରାନ୍ତରେ ଚୁଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଚାର ଆଲୋଚନା କରିବେ । ଭୁବନେଶ୍ଵର ରେ ମୁଖ୍ୟ କାର୍ଯ୍ୟ।ଲୟ ଥିବା ନାଲକୋ ହେଉଛି ଦେଶର ତୃତୀୟ ସର୍ବ ବୃହତ ଆଲୁମିନିୟମ ଉତ୍ପାଦନକାରୀ ।

ବିସ୍ତୃତ
ଓଡିଶା ଖବର

ଗଣଶିକ୍ଷକଙ୍କ ପାଇଁ ଶାସକ ଓ ବିରୋଧୀ ଏକ

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କେବଳ ନବୀନ ପଟ୍ଟନାୟକଙ୍କ ସରକାର ହିଁ କରିଛନ୍ତି ବୋଲି ସେ କହିଛନ୍ତି । ଦାସବର୍ମା କହିଲେ ଯେ,ଗତ ସେପ୍ଟେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋରୁ ୧୨.୧୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି କରିଛନ୍ତି । ଏହି ନିସ୍ପତି ରାଜ୍ୟ ସ୍ୱାର୍ଥ ପରିପନ୍ଥୀ ।

ବିସ୍ତୃତ
ଓଡିଶା ଖବର

ମୁଖ୍ୟମନ୍ତ୍ରୀଙ୍କ ସହିତ ନାଲକୋ ସମନ୍ୱୟ ସମିତି ପ୍ରତିନିଧିଙ୍କ ଆଲୋଚନା

ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ନୀତିର ଦୃଢ ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ନାଲକୋ ନୀତିର ମୁଖ୍ୟମନ୍ତ୍ରୀ ବିରୋଧ କରିଥିବାରୁ ସେମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବିସ୍ତୃତ