ଓଡିଶା ନ୍ୟୁଜ/ Odisha News

Tag Archives: ପୁରସ୍କାର

ଆମ ରୋସେଇ ଘରୁସାହିତ୍ୟ

ହଳଧର ନାଗ ଏବଂ ତାଙ୍କର ଲୋକପ୍ରିୟ କବିତା

ଜୀବନ ଯେମିତି କବିତା ବି ସେମିତି। ନିହାତି ସାଧାରଣ ଲୋକ ବୁଝିପାରିଲା ଭଳି ଭାଷାରେ ଲେଖନ୍ତି ହଳଧର। ନିଜେ ତୃତୀୟ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ତେଣୁ ନିଜ ଅଂଚଳର କଥିତ ଭାଷାରେ ର୍ହି ଲେଖିଛନ୍ତି ନିଜର ଓ ଲୋକଙ୍କର କଥା। ସମ୍ବଲପୁରୀ ବା କୋଶଳୀ ହେଉଛି ପଶ୍ଚିମ ଓଡ଼ିଶାର କଥିତ ଭାଷା। ସେଇ ଭାଷାରେ ଅଜସ୍ର କାବ୍ୟ ଓ କବିତା ଲେଖି ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ବିସ୍ତୃତ
ଶିକ୍ଷାସୂଚନା ପ୍ରଯୁକ୍ତି

ଓଡିଶା ବୈଜ୍ଞାନିକଙ୍କୁ ନାସା ଅନ୍ତର୍ଜାତୀୟ ପୁରସ୍କାର

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲାର ବୈଜ୍ଞାନିକ ସମୀର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କେ କେ ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ପଙ୍କଚର ହେଉନଥିବା ଟାୟାର ବିକଶିତ କରିଥିବା 'ଟାଇଚି ଜୁନୋ ବା ଟିଜେ 'କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି ।

ବିସ୍ତୃତ
ସାହିତ୍ୟ

ପୁରସ୍କାର ଫେରାଇବା ବିପକ୍ଷରେ ଓଡିଶା ଲେଖକ

ଆମ ରାଜ୍ୟରୁ କୌଣସି ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ଲେଖକ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓଡିଶାର ଲେଖକମାନଙ୍କ ମତାମତ ଅନୁଶୀଳନ କଲେ ଲାଗେ ଯେ ଅଧିକାଂଶରେ ଆମ ଲେଖକମାନେ ଏଭଳି ପଦକ୍ଷେପରେ ବିଶ୍ଵାସ ରଖନ୍ତି ନାହିଁ ।

ବିସ୍ତୃତ
ଶିକ୍ଷା

ବେଦାଙ୍ଗ ମହାନ୍ତି ଶାନ୍ତି ସ୍ଵରୁପ ଭଟ୍ଟନାଗର ପୁରସ୍କାର ପାଇଁ ମନୋନୀତ

ଏହି ପୁରସ୍କାର ଚୟନ ହୋଇଥିବା ପ୍ରତ୍ୟେକ ବୈଜ୍ଞାନିକଙ୍କୁ ପାଞ୍ଚଳକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢୌକନ ଦିଆଯାଇଥାଏ । ପ୍ରତି ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଥାଏ ।

ବିସ୍ତୃତ
ସଭା ସମିତି

ଅଚ୍ୟୁତ ସାମନ୍ତ ପାଇବେ ବାହାରିନର ସର୍ବୋଚ୍ଚ ସମ୍ମାନ

ଜୁନ ତିନି ତାରିଖରେ ବାହାରିନ ରାଜ ପ୍ରସାଦରେ ଅନୁଷ୍ଠିତ ହେବାକୁଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଶ୍ରୀ ସାମନ୍ତଙ୍କୁ ବାହାରିନର ରାଜା ହାମାଦ ଏହି ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କୁ ପୁରସ୍କାର ସ୍ଵରୂପ ଏକ ମିଲିୟନ ଆମେରିକୀୟ ଡ଼ଲାର,ଉପଢୌକନ ଓ ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ଏହି ସୂଚନା ବାହାରିନର ସେକ୍ରେଟାରୀ ଜେନେରାଲ ଅଲ୍ଲି ଅବଦୁଲ୍ଲା ଖାଲିଫା ଦେଇଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଓଡିଶା ମତ୍ସ୍ୟ ଚାଷ ଉନ୍ନୟନ ନିଗମକୁ ଅନ୍ତର୍ଜାତୀୟ ପୁରସ୍କାର

ଏହି ପୁରସ୍କାର ଫ୍ରାନସର ରାଜଧାନୀ ପ୍ୟାରିସରେ ଆଗାମୀ ଜୁନ ୨୭ ଓ ୨୮ରେ ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ । ପ୍ରତିବର୍ଷ ପୃଥିବୀର ବିଭିନ୍ନ ଘରୋଇ ଓ ସରକାରୀ ବ୍ୟବସାୟିକ ସଂସ୍ଥା ମାନଙ୍କ ମଧ୍ୟରୁ ଚୟନ କରାଯାଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂସ୍ଥାକୁ ପୁରସ୍କୃତ କରା ଯାଇଥାଏ ।

ବିସ୍ତୃତ