Tag Archives: ପୁରୀ

ଧର୍ମ

ଶ୍ରୀଜଗନ୍ନାଥ, ଜଗମୋହନ ଓ ଓଡ଼ିଶା ରାଜନୀତି

ଗତ ବର୍ଷେ ଭିତରେ ଜଗନ୍ନାଥଙ୍କୁ ନେଇ କେତେ କଥା ଆମେ ଚିନ୍ତା କରି ସାରିଲେଣି । ପ୍ରଥମେ ନବ କଳେବରର ଉତ୍ତେଜନା ଆସିଲା ଓ ଗଲା । ନବକଳେବର ସମୟରେ ଭିତ୍ତିଭୂମିର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଗଲା । ତା'ର ହିସାବ ମାଗିବାକୁ କାହାର ସାହସ ନାହିଁ!

ବିସ୍ତୃତ
ଧର୍ମ

ନବ କଳେବର ଘୋଷ ଯାତ୍ରା ପାଇଁ ପୁରୀ ଲୋକାରଣ୍ୟ

ସକାଳୁ ସମସ୍ତ ରୀତି ନୀତି ଆରମ୍ଭ ହୋଇଥିବା ବେଳେ, କୋହଲା ପାଗ ଯୋଗୁଁ ଅପରାହ୍ନ ସୁଦ୍ଧା ଭକ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ଥିବା ଦୃଷ୍ଟିରୁ ପ୍ରଶାନ ଓ ପୁଲିସ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ବିସ୍ତୃତ
ପରିବେଶ

ନବକଳେବର ରଥ ଯାତ୍ରା ପୂର୍ବରୁ ବୁଲା ଗାଈ-ଗୋରୁଙ୍କ ସ୍ଥାନାନ୍ତର

ପୁରୀ ସହରରେ ପ୍ରାୟ ଦୁଇହଜାର ଗାଈଗୋରୁ ରହିଥିବା ବେଳେ ପ୍ରତିଦିନ ପଞ୍ଚାଶହରୁ ଊର୍ଦ୍ଧ୍ଵ ବଡଦାଣ୍ଡରେ ବୁଲାବୁଲି କରୁଥିବା ଦେଖା ଯାଇଥାଏ । ଏହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ବିସ୍ତୃତ
ରାଜନୀତି

ନବକଳେବର ଉପଲକ୍ଷେ ପୁରୀରେ ୱାଇଫାଇ ସେବାର ଶୁଭାରମ୍ଭ

୩୦ମିନିଟ ପରେ ଉପଭୋକ୍ତା ୱାଇଫାଇ ସେବା ବ୍ୟବହାର କରିବା ପାଇଁ ଚାହିଁଲେ ବିଏସଏନଏଲର ପ୍ଳାନ ଅନୁସାରେ ୩୦, ୫୦, ୯୦ ଓ ୧୫୦ ଟଙ୍କା ଦେଇ ଯଥାକ୍ରମେ ୩୦, ୬୦, ୧୨୦ମିନିଟ କିମ୍ବା ଗୋଟିଏ ଦିନ ପାଇଁ ଏହି ସେବା ପ୍ରାପ୍ତ କରିପାରିବେ । ବିଏସଏନଏଲ ର ଅଧକ୍ଷ ଓ ପ୍ରବନ୍ଧ ନିର୍ଦେଶକ ଅନୁପମ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି ।

ବିସ୍ତୃତ
ରାଜନୀତି

ରାସ୍ତା ଦବି ଯିବାରୁ ପୁରୀରେ ବିରୋଧିଦଳର ପ୍ରତିବାଦ

ରାସ୍ତାରେ କେବଳ ଆଖିଦୃଶିଆ କାମ କରାଯାଇଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ଡାକ୍ତରଖାନା ଛକ ନିକଟରେ ଟାୟାର ଜାଳି ବହୁ ସମୟ ଧରି ରାସ୍ତା ଅବରୋଧ କରିବା ଥିଲେ ଓ ପରେ ଭିଜିଲାନ୍ସ କତୃପକ୍ଷଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଏକ ଦାବିପତ୍ର ଦେଇଥିଲେ ।

ବିସ୍ତୃତ
ସଭା ସମିତି

କବି ରୁନୁ ମହାନ୍ତିଙ୍କ ବହି ଉନ୍ମୋଚନ

ବିଶେଷ କରି ରୁନୁ ମହାନ୍ତି ନିଜ ଖୋଲା କଥା କହିବାର ସାହସ ଯୋଗୁଁ ବେଶ ଚର୍ଚିତ । ତାଂକ ବହି ରେ ନିଜ ଜୀବନ ଓ ପ୍ରେମ କୁ ନେଇ ଅନେକ କଥା ଅଛି ଯାହା କୁ କହିବା ଲାଗି ପ୍ରଚୁର ସାହସ ଲୋଡା । ଜୀବନ ର ସତ୍ୟ କୁ ଆଧାର କରି ଖୁବ୍ କମ ଲେଖା ଆମେ ସାହିତ୍ୟରେ ପାଇଥାଉ ।

ବିସ୍ତୃତ