Tag: ପୁରୀ

କବି ରୁନୁ ମହାନ୍ତିଙ୍କ ବହି ଉନ୍ମୋଚନ

ବିଶେଷ କରି ରୁନୁ ମହାନ୍ତି ନିଜ ଖୋଲା କଥା କହିବାର ସାହସ ଯୋଗୁଁ ବେଶ ଚର୍ଚିତ । ତାଂକ ବହି…

ବିଶେଷ କରି ରୁନୁ ମହାନ୍ତି ନିଜ ଖୋଲା କଥା କହିବାର ସାହସ ଯୋଗୁଁ ବେଶ ଚର୍ଚିତ । ତାଂକ ବହି ରେ ନିଜ ଜୀବନ ଓ ପ୍ରେମ କୁ ନେଇ ଅନେକ କଥା ଅଛି ଯାହା କୁ କହିବା ଲାଗି ପ୍ରଚୁର ସାହସ ଲୋଡା । ଜୀବନ ର ସତ୍ୟ କୁ ଆଧାର କରି ଖୁବ୍…

ନବ କଳେବର ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସର ମୋବାଇଲ ଆପ୍

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ…

ତାଜା ତଥ୍ୟ ଅପଲୋଡ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ମାନଙ୍କୁ ଟ୍ୟାବ ପ୍ରଦାନ କରାଯିବାପାଇଁ ବିଚାର କରାଯାଉଛି । ପୋଲିସ ଆଇଜି ସଂଜୀବ ପଣ୍ଡା ଦିନିକିଆ ପୁରୀ ଗସ୍ତ ରେ ଯାଇ ସେଠାରେ ପୋଲିସ କାର୍ଯ୍ୟଳୟରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ସମୀକ୍ଷା କରି ଏହା କହିଛନ୍ତି ।

ନବକଳେବର କାର୍ଯ୍ୟରେ ଅବେହେଳା ଯୋଗୁଁ ନିର୍ବାହୀଯନ୍ତ୍ରୀ ନିଲମ୍ବିତ

ନବକଳେବର ଉପଲକ୍ଷେ ଚଳିତ ବର୍ଷ ଜୁଲାଇରେ ତାଙ୍କୁ ପୁରୀର ଜଳ ପରିମଳ ଓ ସ୍ଵେରେଜର ପ୍ରକଳ୍ପ କାର୍ଯ୍ୟ ନିର୍ବାହି ଅଧିକାରୀ…

ନବକଳେବର ଉପଲକ୍ଷେ ଚଳିତ ବର୍ଷ ଜୁଲାଇରେ ତାଙ୍କୁ ପୁରୀର ଜଳ ପରିମଳ ଓ ସ୍ଵେରେଜର ପ୍ରକଳ୍ପ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ରାଜ୍ୟ ସରକାର ନିଯୁକ୍ତି କରିଥିଲେ।

ବର୍ଦ୍ଧିତ ହେବ ବିଜୁଳି କାଟର ସମୟ ସୀମା

ଶନିବାର ଦିନ ନରେନ୍ଦ୍ରପୁର-ଖୋର୍ଦ୍ଦା ଓ ନରେନ୍ଦ୍ରପୁର-ମେଣ୍ଢାଶାଳର ନାଚୁଣୀ ଠାରେ ଦୁଇଟି ଟାୱାର ଲାଇନ ଭାଙ୍ଗି ଯାଇଥିବାରୁ ଖୋର୍ଦ୍ଦା, ମେଣ୍ଢାଶାଳ ଅଞ୍ଚଳକୁ…

ଶନିବାର ଦିନ ନରେନ୍ଦ୍ରପୁର-ଖୋର୍ଦ୍ଦା ଓ ନରେନ୍ଦ୍ରପୁର-ମେଣ୍ଢାଶାଳର ନାଚୁଣୀ ଠାରେ ଦୁଇଟି ଟାୱାର ଲାଇନ ଭାଙ୍ଗି ଯାଇଥିବାରୁ ଖୋର୍ଦ୍ଦା, ମେଣ୍ଢାଶାଳ ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ଘଟିଛି । ଏହି ଟାୱାର କାମ ଶେଷ ହେବାପାଇଁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି ଓପିଟିସିଏଲ ପକ୍ଷରୁ କୁହାଯାଇଛି।

ବଡ ଦାଣ୍ଡରେ ସୁଦର୍ଶନଙ୍କ ପ୍ରଥମ ବାଲୁକା ପେଣ୍ଟିଂ

ଏକ ଟନ ବାଲିରେ ରଙ୍ଗ ବ୍ୟବହାର କରି ସେ ତିଆରି କରିଥିବା ଏହି ପେଣ୍ଟିଂକୁ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ…

ଏକ ଟନ ବାଲିରେ ରଙ୍ଗ ବ୍ୟବହାର କରି ସେ ତିଆରି କରିଥିବା ଏହି ପେଣ୍ଟିଂକୁ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି । ଏହି ପେଣ୍ଟିଂ ତିଆରି କରିବାରେ ତାଙ୍କ ଛାତ୍ର ଓ ଛାତ୍ରୀ ମାନେ ସାହାଯ୍ୟ କରିଥିବା ସୁଦର୍ଶନ ଓଡିଶା ଡଟ କମ କୁ କହିଛନ୍ତି ।

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ମାରି ସେବାୟତ ଗିରଫ

ମଙ୍ଗଳବାର ସକାଳେ ଶ୍ରୀମନ୍ଦିରଙ୍କୁ ଯାଇ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଆକ୍ରମଣ କରି ମାଡ…

ମଙ୍ଗଳବାର ସକାଳେ ଶ୍ରୀମନ୍ଦିରଙ୍କୁ ଯାଇ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଆକ୍ରମଣ କରି ମାଡ ମାରିଥିବା ସେ ଅଭିଯୋଗ କରିବା ପରେ, ସମ୍ପୃକ୍ତ ସେବାୟତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଆଶିଷ କୁମାର ସିଂହ ଓଡିଶା ଡଟ କମକୁ କହିଛନ୍ତି।

This website uses cookies.