Tag Archives: ପୁଲିସ ବିଲ

ମାନବାଧିକାର

ପୁଲିସ ବିଲରେ ସଂଶୋଧନ କରିବାକୁ ସ୍ଵେଚ୍ଛାସେବୀଙ୍କ ଦାବି

ସେହିପରି ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ ଭାବେ ପାଳନ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଏହି କମିସନର ମୁଖ୍ୟ ହେବେ । ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅପିସିଓ ସଚିବ ଭାବେ ରହିବେ । କିନ୍ତୁ ଓଡିଶା ପୁଲିସ୍ ବିଲ୍ ରେ କମିସନର ସଦସ୍ୟ ଭାବେ ବିରୋଧୀ ଦଳ ନେତାଙ୍କୁ ରଖାଯାଇନାହିଁ ।

ବିସ୍ତୃତ