Tag Archives: ପୁସ୍ତକ ମେଳା

ମୁଖ୍ୟ ଖବରସାହିତ୍ୟ

ଖୋର୍ଦ୍ଧା ପୁସ୍ତକ ମେଳା ଅପ୍ରେଲ ୧ରୁ

ଅନୁଷ୍ଠାନର ଆବାହକ ନରେନ୍ଦ୍ର ପୁଷ୍ଟି କହିଲେ ଗତବର୍ଷ ସ୍ଥାନୀୟ ପ୍ରମୁଖ ବ୍ୟକ୍ତି ମାନଙ୍କୁ ନେଇ ଦୁଇ ଶହ ସଭ୍ୟ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ଏହା ତିନି ଶହରେ ପହଞ୍ଚିବ । ଏହି ବର୍ଷ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର କାଉନ୍ସେଲିଂ ପାଇଁ ବିଭିନ୍ନ ଷ୍ଟଲମାନ ଖେଲାଯିବାର ବ୍ୟବସ୍ଥା ରହିବ ବୋଲି କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ହରିଚନ୍ଦନ କହିଥିଲେ ।

ବିସ୍ତୃତ