Tag: ପୋଲିସ

ଜେଲରେ ଅନଶନ କଲେ ଦଣ୍ଡପାଣିଙ୍କ ପୁଅ

ବୁଧବାରପୂର୍ବାହ୍ନରେ ମୋହନା ବ୍ଲକ ଅନ୍ତର୍ଗତ କମଳାପୁର ଗେଟ ନିକଟରେ ସଂଗ୍ରାମଙ୍କୁ ଗିରଫ କରାଯାଇଥିଲା । ସଂଗ୍ରାମ କିଛି ମାଓପୁସ୍ତିକା, ବିସ୍ଫୋରକ ଦ୍ରବ୍ୟ ଓ ବିଭିନ୍ନ ସାମଗ୍ରୀ କୈଳାସ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଦେବା ସମୟରେ ମୋହନା ପୁଲିସ ତାଙ୍କୁ ଗିରଫ କରିଥିବା ଦାବି କରିଥିଲା ।

ଜନଅଧିକାର ମଞ୍ଚର ଆବାହକ ଦଣ୍ଡପାଣି ମହାନ୍ତିଙ୍କ ପୁଅ ଗିରଫ

ବୈଦ୍ୟନାଥ ଥାନା,ବ୍ରହ୍ମପରୁରେ ପାଲଟା ଅଭିଯୋଗ ଆଣିଛନ୍ତି ଦଣ୍ଡପାଣି ମହାନ୍ତି । ସେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅକୁ ପୋଲିସ ଅପହରଣ କରିନେଇଛନ୍ତି ।

ଆଜିଠାରୁ ମାଓବାଦୀଙ୍କ ପିଏଲ୍ଜି ସପ୍ତାହ,ସୁରକ୍ଷା କଡାକଡି

ଜୟପୁରରୁ କନ୍ଧମାଳ ବସଚଳାଚଳ ବନ୍ଦ ରହିଛି । ଜୟପୁରରୁ ରାୟଗଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଆସୁଥିବା ବସ୍ ଆନ୍ଦ୍ରପ୍ରଦେଶ ଦେଇ ଚଳାଚଳ କରୁଛି । ଲମତାପୁଟ, ବୈପାରିଗୁଡା, ନାରାୟଣ ପାଟଣାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବିଧାନସଭା ଘେରାଉବେଳେ ପୋଲିସର ଲାଠି ଚାର୍ଜ,୪୦ ଆହତ

ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର କହିଛନ୍ତି ଟେକା ପଥର ପକାଇ ଶିକ୍ଷକମାନେ ବ୍ୟାରିକେଟ ଭାଙ୍ଗିବାରୁ ପୋଲିସମାନେ ବଳ ପ୍ରୟୋଗ କରିବାକୁ ବାଧ୍ୟହେଲେ । ସେମାନଙ୍କୁ ପଛକୁ ହଟାଯାଇଥିଲା । ଏହି ଘଟଣାରେ ପୋଲିସର ୧୦/୧୨ ଆହତ ହୋଇଛନ୍ତି ।

ସବ୍ୟସାଚୀଙ୍କୁ ଧରିବାପାଇଁ ଅଭିଯାନ

ଗଜପତି ସହ ଗଞ୍ଜାମ ଅଞ୍ଚଳର ସୀମାନ୍ତରେ ବଡ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ଏଥିରେ ସାମିଲ ହୋଇଛନ୍ତି ସିଆରପିଏଫ,ଏସ୍ଓଜି ଓ ଡିଭିଏଫ୍ ଜବାନ । ଏହା ସହ ହେଲିକ୍ୟାପ୍ଟରକୁ ନିୟୋଜିତ କରାଯାଇଛି ।

ପାରାଦୀପ: ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ

ଏଥିସହିତ ବିଭିନ୍ନ ପ୍ରକାର ସାର୍ଟିପିକେଟକୁ ଅବିକଳ ନକଲ କରାଯାଉଥିଲା । ଚଢାଉରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ରବର ଷ୍ଟାମ୍ପ ମଧ୍ୟ ଜବତ କରାଯାଇଛିା

This website uses cookies.