Tag Archives: ପୋସ୍କୋ ପ୍ରକଳ୍ପ

ଓଡିଶା ଖବର

ପୋସ୍କୋ ପାଇଁ ଜମି ଅଧିଗ୍ରହଣ ଜାରି

ଜିଲାପାଳ ସତ୍ୟପ୍ରକାଶ ମଲ୍ଳିକ ଓ ଏସ.ପି ସତ୍ୟବ୍ରତ ଭୋଇ ଗ୍ରାମବାସୀଙ୍କୁ ବୁଝାସୁଝା କରି ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପୁଣି ୧୨ଟା ବେଳୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିସ୍ତୃତ
ମୁଖ୍ୟ ଖବର

ପୋସ୍କୋ ପ୍ରସଙ୍ଗ ଉଠାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପତ୍ର

ପର୍ଯ୍ୟାବରଣ, କୃଷି, ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତାବିତ ପ୍ରକଳ୍ପକୁ ସ୍ଥାନାନ୍ତର କରିବା ପାଇଁ ସେ ଉଲ୍ଲେଖ କରିଛନ୍ତି ।

ବିସ୍ତୃତ