Tag Archives: ପୋସ୍କୋ

ଅର୍ଥ-ବ୍ୟବସାୟଓଡିଶା ଖବର

ପୋସ୍କୋ ବିରୋଧୀଙ୍କ ଉପରେ ଆକ୍ରମଣକୁ ନିନ୍ଦା

ଲୋକମାନେ ସ୍ୱେଚ୍ଛାରେ ଜମି ଦେଉଛନ୍ତି ବୋଲି ସରକାର ପ୍ରତାରଣାମୂଳକ ପ୍ରଚାର କରି ଚାଲିଥିବା ବେଳେ ଅତ୍ୟନ୍ତ ଅମାନବିକ ଓ ଅନ୍ୟାୟଭାବେ ପୋଲିସ ରାତି ଅଧିଆ ବା ବଡି ଭୋରରୁ ଆନ୍ଦୋଳନକାରୀମାନଙ୍କ ପାନ ବରଜ ଭାଙ୍ଗି ଚାଲିଛି ବୋଲି ଡି.ଏସ୍.ଓ କହିଛି ।

ବିସ୍ତୃତ
ଓଡିଶା ଖବର

ଦେଢବର୍ଷପରେ ପୋସ୍କୋ ପାଇଁ ପୁଣି ଜମି ଅଧିଗ୍ରହଣ ଆରମ୍ଭ

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ଯେଉଁ ଲୋକମାନେ ପାନ ବରଜ ଭାଙ୍ଗି ପ୍ରାପ୍ୟ ନେବାକୁ ସମ୍ମତି ଦେଇଥିଲେ ସେମାନଙ୍କର ବରଜ ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବର

ପୋସ୍କୋ ବିରୋଧୀଙ୍କ ଧାରଣାରେ ୪ ଦଳର ନେତା

ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ଓ ଦକ୍ଷିଣକୋରିଆରେ ପୋସ୍କୋ ଅଧିକାରୀଙ୍କ ଉଦ୍ଦବେଗ ସତ୍ୱେ ଏବଂ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ରାଜ୍ୟ ସରକାର କେଉଁ ଅଧିକାରରେ ଜୁଲମ କରି ପୁଲିସର ଭୟ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ପୋସ୍କୋ ହଟାଅ ଧାରଣାରେ ତୃତୀୟ ଦିନରେ

ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ପୋସ୍କୋକୁ ହଟାଇବା ଦାବିରେ ଧାରଣା ଜାରି

ଗୋବିନ୍ଦପୁର ନିକଟ ବଟବେଲାରି ବାଲିଟିକିରାରେ ପୋସ୍କୋକୁ ହଟାଇବା ଦାବିରେ ସୋମବାର ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା ଜନମଞ୍ଚ ସଭାପତି ଜୟନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଲୋକ ଏକ ବିରାଟ ଶୋଭାଯାତ୍ରରେ ଆସି ପ୍ରତିବାଦ ସଭା ସହ ଧାରଣାରେ ବସିଥିଲେ ।

ବିସ୍ତୃତ