ଓଡିଶା ନ୍ୟୁଜ/ Odisha News

Tag Archives: ପ୍ରକାଶ ମିଶ୍ର

ରୋକ ଠୋକ

କେବି ସିଂହଙ୍କ ପୁଲିସ ଡିଜି ପଦବୀରେ ନିଯୁକ୍ତି କାହିଁକି ଯଥାର୍ଥ : ଅଶୋକ ସାହୁ

ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା କାରଣରୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି ତେବେ ସରକାର ତାହା ଅନୁରୂପ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ । କିନ୍ତୁ ଉପରୋକ୍ତ ମାମଲାରେ ସେମିତି କୌଣସି ନିର୍ଦ୍ଦେଶ ନଥିବା କାରଣରୁ ଶ୍ରୀ କେବି ସିଂହଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ତୃଟି ହୋଇନାହିଁ ।

ବିସ୍ତୃତ
ରାଜନୀତି

ପ୍ରକାଶ ମିଶ୍ର ମାମଲା; ସରକାରଙ୍କ ଅପିଲ ସୁପ୍ରିମ କୋର୍ଟରେ ଖାରଜ

ବର୍ତମାନ କେନ୍ଦ୍ର ସୁରକ୍ଷା ବଳର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମିଶ୍ରଙ୍କ ବିରୋଧରେ ରାଜ୍ୟ ଭିଜିଲାନସ୍ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ହାଇକୋର୍ଟ ରଦ୍ଦ କରିଥିଲା । ରାଜ୍ୟ ସରକାର ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ ।

ବିସ୍ତୃତ
ରୋକ ଠୋକ

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

ବିସ୍ତୃତ
ରାଜନୀତି

ପ୍ରକାଶ ମିଶ୍ରଙ୍କ ବିରୋଧରେ ମାମଲା ରଦ୍ଦ ପରେ ଅଡୁଆରେ ସରକାର

ଉତ୍କଳ ଭାରତ ନେତା ଖାରବେଳ ସ୍ଵାଇଁ କହିଛନ୍ତି ଯେ ପ୍ରକାଶ ମିଶ୍ର ଜଣେ ସଚ୍ଚୋଟ, ଭଲ ଓ ଉତ୍ତମ ସ୍ଵଭାବର ଅଫିସର ହୋଇଥିବା ବେଳେ ବୀନା ପ୍ରମାଣରେ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରଯାଇଥିଲା ।ସରକାର ଜାଣିଶୁଣି ତାଙ୍କୁ ସିବିଆଇ ନିର୍ଦ୍ଦେଶକ ନ କରାଇଦେବା ପାଇଁ ଏହି ଷଡଯନ୍ତ୍ର କରିଥିଲେ ।

ବିସ୍ତୃତ