ପ୍ରବାସୀ ଓଡ଼ିଆ

ଆମେରିକାରେ ଛାତ୍ରଙ୍କୁ ହତ୍ୟା, ପ୍ରବାସୀ ଓଡ଼ିଆଙ୍କ ଉଦେଗ

Cygòlû _ûAñ ^[ð @ûùceòKû @ûiê[ôaû icÉ IWÿò@û QûZâ IWÿògû ùiûiûAUò @`þ @ûùceòKû ij ù~ûMûù~ûM eLôaûKê Kêjû~ûAQò û

ବାଙ୍ଗାଲୋରରେ ଦର୍ଶକଙ୍କୁ ସମ୍ମୋହିତ କଲା ଗୋଟିପୁଅ ନୃତ୍ୟ

ଉତ୍ସାହୀ ଯୁବପିଢ଼ିଙ୍କ ମଧ୍ୟରେ ‘ଲକି ଡ଼୍ର' ପ୍ରତିଯୋଗିତା ମଧ୍ୟ ହୋଇଥିଲା, ଯେଉଁଥିରେ ପୁରସ୍କାର ସ୍ୱରୂପ ‘ପେନ ଡ଼୍ରାଇଭ’ ବଣ୍ଟନ କରାଯାଇଥିଲା । ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଉତ୍ସବ ‘ବୀରାସତ୍-୨୦୧୦’ର ଏହା ଏକ ଅଂଶ ବିଶେଷ ଥିଲା ।

ଓଡ଼ିଆ ସମାଜ ପକ୍ଷରୁ ନାଇଜେରିଆରେ ରଥଯାତ୍ରା

ସେଠାରେ ଅବସ୍ଥାପିତ ଓଡ଼ିଆ ମାନଙ୍କ ଦ୍ଵାରା ଗଠିତ "ଓଡ଼ିଆ ସମାଜ ନାଇଜେରିଆ'' ଓଡ଼ିଶା ତଥା ଭାରତର ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ କରିଆସୁଛି ।

ଦୁବାଇ ଗଣେଶ ପୂଜାରେ ଓଡ଼ିଆ ଡ଼ାଲମାର ମହକ

ଇପ୍ସୀତା ମିଶ୍ର ଓ ବିଶ୍ୱଜିତ ସାଜସଜ୍ଜାର ଦାୟୀତ୍ୱ ଖୁବ୍ ଭଲ ଭାବରେ ନିଭାଇଥିବା ବେଳେ ଦେବୀ ପ୍ରସାଦ ଦୋରା,ସୁନୀଲ ପାତ୍ର ଓ ଦେବୀ ପ୍ରସାଦ ପଣ୍ଡାଙ୍କ ଦ୍ଵାରା ପ୍ରସ୍ତୁତ ଚୁଡ଼ା ଘଷା ପ୍ରସାଦ ସମସ୍ତଙ୍କ ପ୍ରଶଂସା ପାଇଥିଲା ।

This website uses cookies.

Read More