Tag Archives: ପ୍ୟାରିମୋହନ ମହାପାତ୍ର

ଓଡିଶା ଖବର

ଥୁଆମୁଳ ରାମପୁରରେ ବିଜେଡି କର୍ମୀ ସମ୍ମିଳନୀ

ଏହାପୂର୍ବରୁ ଜୁନାଗଡ ନିର୍ବାଚନ ମଣ୍ଡଳୀର ଦଶପୁର ଠାରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

ମହିଳା କମିଶନଙ୍କ ରିପୋର୍ଟ ବିଜେଡି ପ୍ରାୟୋଜିତ: ପ୍ୟାରିମୋହନ

ମହାପାତ୍ର କହିଛନ୍ତି ମହିଳା କମିଶନ ଉପର ଠାଉରିଆ ଭାବେ ତଦନ୍ତ କରିଛନ୍ତି ଓ ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇଛନ୍ତି । ଏ ଘଟଣାକୁ ନେଇ ସେ କୋର୍ଟର ଆଶ୍ରୟ ନେବେ ।

ବିସ୍ତୃତ
ଓଡିଶା ଖବର

ସମାବେଶକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର: ଜନମୋର୍ଚ୍ଚା

ଆସନ୍ତା ୨୮ ତାରିଖରେ ହେବାକୁ ଥିବା ସମାବେଶ ଭଂଡୁର କରିବା ପାଇଁ କିଛି ରାଜନେତା ଓ ଅଫିସର ଲାଗିପଡିଛନ୍ତି ବୋଲି ଏହି ଚିଠିରେ ଅଭିଯୋଗ କରାଯାଇଛି ।

ବିସ୍ତୃତ
ଓଡିଶା ଖବର

ପଛରୁ ଆକ୍ରମଣ ପାଇଁ ହୋଇଥିଲା ଉଦ୍ୟମ: ନବୀନଙ୍କ ଜବାବ

କ୍ଷମତାରେ ଥାଏ ବା ନଥାଏ ବଞ୍ଚି ଥିବା ପର୍ଯ୍ୟନ୍ତ ଓଡିଶାବାସୀଙ୍କ ପାଇଁ ଲଢାଇ କରି ଚାଲିବି ଓ କାମ କରିଚାଲିବି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ବିସ୍ତୃତ
ଓଡିଶା ଖବର

୧୯ରେ ବ୍ରହ୍ମପୁରରେ ବିଜେଡିର ସମାବେଶ

ବ୍ରହ୍ମପୁରର ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ,ସମର୍ଥକ ଓ ସାଧାରଣ ଜନତା ଉପସ୍ଥିତ ରହିବେ ବୋଲି ବିଜେଡି ତରଫରୁ ଆକଳନ କରାଯାଇଛି ।

ବିସ୍ତୃତ