Tag Archives: ପ୍ୟାରୀମୋହନ

ଓଡିଶା ଖବରରାଜନୀତି

ପ୍ରଭାତ ବିଶ୍ୱାଳ,ବିଭୂତି ବଳବନ୍ତରାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର

ପ୍ୟାରୀମୋହନ ଓଡ଼ିଶା ଜନମୋର୍ଚା ନାମକ ଏକ ରାଜନୈତିକ ସଂଗଠନ ଗଠନ କରି ନିଜକୁ ବିଜେଡ଼ି ଠାରୁ ଅଲଗା ରଖିଥିବା ବେଳେ ବେହେରା ଏବଂ ସାହୁଙ୍କୁ ଏବେ ମଧ୍ୟ ବିଜେଡ଼ି କାର୍ଯ୍ୟକ୍ରମ ମାନଙ୍କରେ ଦେଖିବାକୁ ମିଳୁଛି । ତେବେ ସେମାନଙ୍କ ଉପରେ ଥିବା ନିଲମ୍ବନ ଆଦେଶ ଏବେ ପର୍ଯ୍ୟନ୍ତ ପ୍ରତ୍ୟାହାର ହୋଇନାହିଁ ।

ବିସ୍ତୃତ
ଓଡିଶା ଖବର

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ବିଜେଡିରୁ ବହିଷ୍କାର ଆଦେଶ ଦାବୀ ନେଇ ପ୍ୟାରୀ ଯିବେ କୋର୍ଟ

ସେ କୋର୍ଟରେ ଯାହା କରିବା କଥା କରନ୍ତୁ । ଆମେତ କୋର୍ଟର ଆଦେଶକୁ କେବେ ବି ଅମାନ୍ୟ କରିନାହୁଁ । ମୁଁ ନିଜେ ବୁଝି ପାରୁନାହିଁ ସେ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଅର୍ଥମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ଏ ଘଟଣା ଉପରେ କହିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବରରାଜନୀତି

ଠିକ୍ ସମୟରେ ଉଚିତ୍ ପଦେକ୍ଷପ ନିଆଯିବ:ନବୀନ

ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ ଦଳୀୟ ନେତା ମନ୍ତ୍ରୀ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।

ବିସ୍ତୃତ