Tag: ଫୁଲବାଣୀ

ବନ୍ଦର ଦ୍ୱିତୀୟ ଦିନରେ କନ୍ଧମାଳ ଠପ୍

ଫୁଲବାଣୀରୁ ବ୍ରହ୍ମପୁର, ଭଂଜନଗର,ରାୟଗଡା ଭୁବନେଶ୍ୱରକୁ ମଧ୍ୟ ଗାଡିଚଳାଚଳ ବନ୍ଦ ରହିଛି । ଏହା ଦ୍ୱାରାସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ଶିକ୍ଷା ସହାୟକ ତାଲିକା ବିରୋଧରେ କନ୍ଧମାଳ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

ଫୁଲବାଣୀ ସମେତ ଟିକାବାଲି, ରାଇକିଆ ଆଦି ଅଞ୍ଛଳରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଏଠାରେ ମଧ୍ୟ ଦୋକାନ ବଜାର ବନ୍ଦ ହେବାସହ ଗାଡି ଚଳାଚଳ ବନ୍ଦ ରହିଛି ।

ଲମ୍ବୋଦର କହଁରଙ୍କ ଗିରଫ ପ୍ରତିବାଦରେ ଫୁଲବାଣୀ ବନ୍ଦ ଶାନ୍ତିପୂର୍ଣ୍ଣ

ଏହି ବନ୍ଦକୁ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଠିକ୍ ନୁହେଁ ବୋଲି କହିଛନ୍ତି । ଏହି ବନ୍ଦ ଯୋଗୁଁ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ଫୁଲବାଣୀ: ଲମ୍ବୋଦର କହଁର ଗିରଫ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ପିଲାଙ୍କୁ ଚାକିରୀ ମିଳୁନଥିବା ଅଭିଯୋଗ କରି କୁଇସମାଜର କର୍ମକର୍ତ୍ତାମାନେ ଅନ୍ୟ ଜିଲ୍ଲାରୁ ଆସିଥିବା ଆବେଦନକାରୀଙ୍କୁ ସାର୍ଟିଫିକେଟ୍ ଯାଞ୍ଚ କରିବାର ସୁଯୋଗ ଦେଇନଥିଲେ ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରାଦ୍ଧବାଷିକୀ: କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

ସହରର ବିଭିନ୍ନ ଛକ,ବସଷ୍ଟାଣ୍ଡ,ଚର୍ଚ୍ଚ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରା ଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୯ ପ୍ଲାଟୁନ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ,୬ ପ୍ଲାଟୁନ ଓଏସ୍ପି,୩ ୟୁନିଟ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

ବୌଦ୍ଧ: ବିଷାକ୍ତ ଖାଦ୍ୟ ଖାଇ ୪ ଜଣଙ୍କ ମୃତ୍ୟୁ

ଖାଦ୍ୟ ଖାଇବା ପରେ ଏହି ଲୋକ ମାନଙ୍କ ପେଟ ଫୁଲିବା ସହ ବାନ୍ତି ହୋଇ ଛାତିରେ ଯନ୍ତ୍ରଣା ହୋଇଥିଲା ।

This website uses cookies.