ଓଡିଶା ନ୍ୟୁଜ/ Odisha News

Tag Archives: “ବନ୍ଧା କୋବି ପକୁଡ଼ି”

ଆମ ରୋସେଇ ଘରୁ

“ବନ୍ଧା କୋବି ପକୁଡ଼ି” ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହିମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ ।

ବିସ୍ତୃତ
ଆମ ରୋସେଇ ଘରୁ

“ବନ୍ଧା କୋବି ପକୁଡ଼ି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ ଭବକ୍ସଦ୍ଭସଳବକ୍ଟ୍ରଅଶଜ୍ଞବସକ୍ଷ.ମକ୍ଟଜ୍ଞ ଆବଶ୍ୟକ ସାମଗ୍ରୀ: କଟା ବନ୍ଧାକୋବି-୨, ପିଆଜ-୧ଟା(ବଡ଼), କଟା  ଧନିଆପତ୍ର ଅଳ୍ପକିଛ, କଟା ଲଙ୍କା -୨ ଚାମଚ(ଛୋଟ), କଟା ଅଦା-୨ ଚାମଚ(ଛୋଟ),ମଇଦା-୧/୨ କପ୍,କର୍ଣ୍ଣଫ୍ଲୋର-୨ ଚାମଚ(ବଡ଼), ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ । ପ୍ରସ୍ତୁତି ପ୍ରଣାଳୀ: ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ ।...

ବିସ୍ତୃତ