Tag: ବରଗଡ଼

ଆର୍ଥିକ ସଙ୍କଟ ବରଗଡ଼ ଚିନି କାରଖାନା ପ୍ରଗତିରେ ବାଧକ

ଏଣୁ ରାଜ୍ୟ ସରକାର କାରଖାନାକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ କାରଖାନା ଚାଲିବାର ଗ୍ୟାରେଣ୍ଟି ଦେଲେ ଆଖୁଚାଷୀ ସଂଘ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ବୋଲି ସଂଘର ସଭାପତି ମନୋରଞ୍ଜନ ସାହୁ ପ୍ରକାଶ କରିଥିଲେ ।

ବରଗଡ଼: ବିଜେପୁର ବ୍ଲକରେ ଫ୍ଲୋରୋସିସ ଆତଙ୍କ

ପ୍ରକାଶ ଯୋଗ୍ୟ, ପାନୀୟ ଜଳରେ ଫ୍ଲୋରାଇଡ଼ର ମାତ୍ରା ଲିଟର ପିଛା ୧.୪ ମିଲିଗ୍ରାମରୁ ଅଧିକ ହେଲେ ତାହାକୁ ମାରାତ୍ମକ ବୋଲି ଗ୍ରହଣ କରାଯାଇଥାଏ । ଏହି ପର୍ଯ୍ୟାୟରେ ଦାନ୍ତ ଗୁଡ଼ିକରେ ଥିବା ଏନାମେଲ କ୍ଷୟ ହେବା ସାଙ୍ଗକୁ ଦାନ୍ତ କଳା ହୋଇ ଦନ୍ତ ଫ୍ଲୋରୋସିସ ହୋଇଥାଏ ।

ବରଗଡ଼: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୫ମୃତ, ୪ଗୁରୁତର

ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଜଣେ ପୁରୁଷ ଏବଂ ଜଣେ ଶିଶୁ ଥିବାବେଳେ ଗୁରତର ଆହତଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ସଂଗ୍ରାମୀ ଗ୍ରାମ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ଅଭିଯୋଗ

ମାହାତ୍ମା ଗାନ୍ଧୀଙ୍କ ଦ୍ୱାରାଅନୁପ୍ରାଣିତ ହୋଇ ପାଣିମୋରା ଗ୍ରାମରୁ ୩୨ଜଣ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିଲେ ।

ବରଗଡ଼: ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର, ଲୋକେ ଆତଙ୍କିତ

ବିଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଳାରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ବରଗଡ଼: ଏସ୍ଏମ୍ଏସ୍ ଠକେଇ,୫ ବିଦେଶୀ ଗିରଫ

ଦିଲ୍ଲୀ, ହରିୟାଣା ପୋଲିସ, ସିବିଆଇ ସାଇବର ସେଲ୍ ର ମିଳିତ ସହଯୋଗରେ ଦିଲ୍ଲୀରୁ ବରଗଡ଼ ପୋଲିସ ଏହି ଠକ ଦଳକୁ ଗିରଫ କରିଛି ।

This website uses cookies.