ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ
ବରଗଡ଼,ଡ଼ିସେମ୍ବର୧୦(ଓଡ଼ିଶା ଡ଼ଟ୍ କମ୍)ଶହୀ ସପ୍ତାହ ପାଳନ ସମୟରେ ବାରଣ ସତ୍ୱେ ରାସ୍ତା କାମ କରିବାରୁ ମାଓବାଦୀମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଥିବା ସରେଇକେଳା ଅଂଚଳରେ ଏକ ଠିକ।ଦାର କ୍ୟାମ୍ପରେ ଆକ୍ରମଣ କରି ପ୍ରାୟ ୬ଟି ଗାଡ଼ି ପୋଡ଼ିଦେଇଛନ୍ତି ।
ବରଗଡ ଠାରୁ ୮୦ କିମି ଦୂରରେ ଥିବା ସରାଇକେଳା ଗ୍ରାମରେ ଚାଉଲା କମ୍ପାନୀର ଏହି କ୍ୟାମ୍ପରେ ପ୍ରାୟ ୨୫ଜଣ ସଶସ୍ତ୍ର ମାଓବାଦୀ ପୋଡ଼ିଥିବା ଗାଡ଼ି ମଧ୍ୟରେ ୪ଟି ଟ୍ରାକ୍ଟର ଓ ଗୋଟିଏ ଜିପ୍ ଥିବା ପୋଲିସ କହିଛି ।
ଓଡ଼ିଶା ଡ଼ଟ୍ କମ୍