Tag Archives: ବଲାଙ୍ଗିର

ସଭା ସମିତି

ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ଅଧିକ ସଚେତନତା ଆବଶ୍ୟକ: କର୍ମଶାଳାରେ ମତ

ସ୍ଵ।ସ୍ଥ୍ୟ ସର୍ବେକ୍ଷଣ ୨୦୧୨ – ୨୦୧୩ ତଥ୍ୟ ଅନୁଯାୟୀ ରାଜ୍ୟ ରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୫୬ ଥିଲାବେଳେ ବଲାଙ୍ଗିର ଜିଲ୍ଲାରେ ୯୭ ଓ ରାଜ୍ୟରେ ମାତୃ ମୃତ୍ୟୁ ହାର ପ୍ରତି ଲକ୍ଷ୍ୟରେ ୨୩୦ ଥିବାବେଳେ ବରଗଡ,ଝାରସୁଗୁଡା,ସମ୍ବଲପୁର,ଦେଓଗଡ ,ସୁନ୍ଦରଗଡ ,କେଉଁଝର ,ବଲାଙ୍ଗିର , ଅନୁଗୁଳ ,ଢେଙ୍କାନାଳ ରେ ୨୩୪ ଏହି ହାର ରହିଛି ।

ବିସ୍ତୃତ
ଅପରାଧରାଜନୀତି

୪୧ ବର୍ଷତଳର ପରଶୁରାମ ହତ୍ୟାକାଣ୍ଡରେ ଜଣେ ଗିରଫ

ସୂଚନା ଯୋଗ୍ୟ ଯେ ପରଶୁରାମ ଶତପଥି ନାମକ ଭାରତୀୟ ଲୋକ ଦଳ ପାର୍ଟିର ସହରର ଜଣେ ଜଣାଶୁଣା ଯୁବ ନେତା ତଥା ସାମ୍ବାଦିକଙ୍କ ଉପରେ ୨୯ ନଭେମ୍ବର ୧୯୭୪ ମସିହାରେ କେତେକ ଲୋକ ଜିପ ଚଢାଇ ମାରିଥିବାର ଅଭିଯୋଗ ହୋଇଥିଲା । ହତ୍ୟା କରିବା ପୂର୍ବରୁ ସେମାନେ ତାଙ୍କୁ ବାରମ୍ବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବିସ୍ତୃତ
ସ୍ୱାସ୍ଥ୍ୟ

ଜଣ୍ଡିସ କବଳରେ ବଲାଙ୍ଗିର, ୩୭ ରୋଗୀ ଚିହ୍ନଟ

ପାଣି ପାଇପ ଫାଟି ନାଳ ପାଣି ସହ ମିଶି ରୋଗ ସଂକ୍ରମଣ ହେଇଥିବା ଆଶଙ୍କା କରାଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ପାଇପ ପାଣି ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପାଇଲଟ୍ ପ୍ରକଳ୍ପ ଶୁଭାରମ୍ଭ

ଯଦି ପ୍ରାରମ୍ଭିକ ସ୍ତରରେ ମ୍ୟାଲେରିଆ ରୋଗୀକୁ ଚିହ୍ନଟ କରାଯାଇ ଚିକିତ୍ସା ମାଧ୍ୟମରେ ତାହା ଦେହରେ ଥିବା ପାରାସାଇଟଗୁଡିକୁ ସମ୍ପୂର୍ଣ୍ଣ ମାରିଦିଆ ଯାଇ ପାରିବ ତାହା ହେଲେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇ ପାରିବ, ଯାହାକି ଏହି ନୂତନ ପ୍ରକଳ୍ପ ମାଧ୍ୟମରେ ଉଦ୍ୟମ କରାଯିବ ।

ବିସ୍ତୃତ
ମୁଖ୍ୟ ଖବର

ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ଅନଶନ

ଦୀର୍ଘ ୧୨ ବର୍ଷ ପରେ ବି ପ୍ରଶାସନିକ ଦଳର ଅବହେଲା ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି ।

ବିସ୍ତୃତ