Tag Archives: ବାଚସ୍ପତି

ଓଡିଶା ଖବର

ବାଚସ୍ପତିଙ୍କ ନାମରେ ଏନ୍ସିପିର ଅଦାଲତ ଅବମାନନା ମାମଲା

ଓଡିଶା ହାଇକୋର୍ଟ ଓ ସୁପ୍ରୀମକୋର୍ଟର ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ଆମେ ବାଧ୍ୟହୋଇ ତାଙ୍କ ନାମରେ କୋର୍ଟ ଅବମାନନା ଦାଖଲ କଲୁ ,କେଶରୀ କହିଛନ୍ତି ।

ବିସ୍ତୃତ
ଓଡିଶା ଖବରରାଜନୀତି

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

ବିସ୍ତୃତ
ଓଡିଶା ଖବର

ବିଜେଡି ସଭାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ପ୍ୟାରୀଙ୍କ କହିବା କଥାହେଲା ସୁପ୍ରୀମକୋର୍ଟ ତାଙ୍କର ଗୁହାରି ଶୁଣି ନ୍ୟାୟ ପ୍ରଦାନ କରିଛନ୍ତି । ରାଜ୍ୟ ସଭାରେ ଏଫଡ଼ିଆଇ ପ୍ରସଙ୍ଗରେ ଭୋଟ ଦାନ ଉପରେ ତାଙ୍କୁ ବିଜେଡ଼ି ପକ୍ଷରୁ ହ୍ୱିପ ଜାରି କରାଯାଇ ନଥିଲା । ତାଙ୍କୁ ବହିଷ୍କାର କରାଯାଇଥିବା ସଂକ୍ରାନ୍ତରେ ବାଚସ୍ପତିଙ୍କୁ ମଧ୍ୟ ଅବଗତ କରାଯାଇ ନାହିଁ ।

ବିସ୍ତୃତ
ଓଡିଶା ଖବର

ବିଧାନସଭାରୁ ସାତଦିନ ପାଇଁ ସାଲୁଜା ନିଲମ୍ବିତ

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଅନେକ ସମୟରେ ବିରୋଧୀ ଦଳର ସଦସ୍ୟଙ୍କୁ ମତ ରଖିବାର ସୁଯୋଗ ମିଳୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ତେବେ ସାଲୁଜାଙ୍କ ମନ୍ତବ୍ୟ ନେଇ ଦଳ ପକ୍ଷରୁ ସେ ଦୁଃଖ ପ୍ରକାଶ କରିଥିଲେ । ତାଙ୍କ ସହିତ ପ୍ରସାଦ ହରିଚନ୍ଦନ ମଧ୍ୟ ଏ ନେଇ ଦୁଃଖ ପ୍ରକାଶ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଚାଷୀ ସମସ୍ୟା: ସର୍ବଦଳୀୟ ବୈଠକ ପାଇଁ ରାଜିହେଲେ ବାଚସ୍ପତି

ବିଧାୟକ ନବକିଶୋର ଦାସ,ଡା.ପ୍ରଫୁଲ ମାଝି, ଦୁର୍ଯ୍ୟୋଧନ ଗରଡିଆ, ଦେବୀ ପ୍ରସନ୍ନ ଚାନ୍ଦ, ଗୋବର୍ଦ୍ଧନ ଦାସ, ଚକ୍ରଧର ପାଇକ, ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ, ଅନନ୍ତ ଦାସ,ପୂଣ୍ଣଚନ୍ଦ୍ର ସେଠୀ, ଖଗେଶ୍ୱର ବେହେରା, ରାଜେନ୍ଦ୍ର ଦାସ, ଡଃ ସିପ୍ରା ମଲ୍ଲିକ, ପ୍ରଫୁଲ ଘଡେଇ ପ୍ରମୁଖ ଚାଷୀ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଅସମାପ୍ତ ରହିଲା ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ

୧୨ଟାରୁ ୧୨.୩୦ ଓ ଏହାପରେ ଅପରାହ୍ନ ୩ଟା ପର୍ଯନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ୩ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ଫ୍ଲାକାର୍ଡ ଧରି ଗୃହମଧ୍ୟରେ ହୋହାଲ୍ଲା କରିବାରୁ ବାଚସ୍ପତି ବାଧ୍ୟହୋଇ ଗୃହକୁ ମଙ୍ଗଳବାର ପର୍ଯନ୍ତ ମୁଲତବୀ ରଖିଛନ୍ତି ।

ବିସ୍ତୃତ