Tag Archives: ବାଲୁକା କଳା

ମନୋରଞ୍ଜନ

ବଡ ଦାଣ୍ଡରେ ସୁଦର୍ଶନଙ୍କ ପ୍ରଥମ ବାଲୁକା ପେଣ୍ଟିଂ

ଏକ ଟନ ବାଲିରେ ରଙ୍ଗ ବ୍ୟବହାର କରି ସେ ତିଆରି କରିଥିବା ଏହି ପେଣ୍ଟିଂକୁ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି । ଏହି ପେଣ୍ଟିଂ ତିଆରି କରିବାରେ ତାଙ୍କ ଛାତ୍ର ଓ ଛାତ୍ରୀ ମାନେ ସାହାଯ୍ୟ କରିଥିବା ସୁଦର୍ଶନ ଓଡିଶା ଡଟ କମ କୁ କହିଛନ୍ତି ।

ବିସ୍ତୃତ
ରାଜନୀତି

ବାଲୁକା କଳା ମାଧ୍ୟମରେ ଜାନକୀଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ତାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ସୁଦର୍ଶନ ବାଲିରେ ସ୍ଵର୍ଗତ ପଟ୍ଟନାୟକଙ୍କ ମୁହଁ ତିଆରିକରି ଇଂରାଜୀରେ 'ଗୋଟିଏ ମହାନ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ' ଲେଖିବ ସହ ବାଲୁକା କଳା ନିକଟରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ବାଲୁକା କଳା ଚାମ୍ପିୟନସିପ୍ ରେ ସୁଦର୍ଶନଙ୍କୁ ପ୍ରଥମ ପୁରସ୍କାର

୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ହୋଇଥିବା ଏହି ଚାମ୍ପିୟନସିପ୍ ରେ ସୁର୍ଶନଙ୍କ ବ୍ୟତୀତ ଅନ୍ୟ ନଅଟି ସହରର ପ୍ରତିଯୋଗୀ ଭାଗ ନେଇଥିଲେ ।

ବିସ୍ତୃତ