ଓଡିଶା ନ୍ୟୁଜ/ Odisha News

Tag Archives: ବିଜୁ ପଟ୍ଟନାୟକ

ଓଡିଶା ଖବର

ଜଗତସିଂପୁର ବିଧାୟକଙ୍କୁ ହତ୍ୟା ଧମକ

ଘଟଣାର ଅନୁସନ୍ଧାନ ଚାଲିଛି । ସେହି ଫୋନ କଲଟି କେଉଁ ଫୋନରୁ ଆସିଥିଲା ଓ କିଏ କରିଥିଲା ତାହାର ତଦନ୍ତ ଚାଲିଛି ।

ବିସ୍ତୃତ
ମୁଖ୍ୟ ଖବର

ଭୁବନେଶ୍ୱର ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦାବି

ଅନ୍ତର୍ଜାତୀୟ ମାନ୍ୟତା ପାଇଁ ମନ୍ତ୍ରାଳୟ ଖୁବ୍ଶୀଘ୍ର ଏକ ନୋଟ୍ ପ୍ରସ୍ତୁତ କରି କ୍ୟାବିନେଟ୍ ରେ ଉପସ୍ଥାପନ କରିବ ବୋଲି ସିଂହ ପ୍ରତିଶୃତି ଦେଇଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

୯୧୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ମହାନ ପୁରୁଷ ବିଜୁ ପଟ୍ଟନାୟକ ଏକାଧାରରେ ଜଣେ ରାଜନେତା, ଶିଳ୍ପପତି ଓ ପାଇଲଟ୍ ଥିଲେ ।

ବିସ୍ତୃତ
ମୁଖ୍ୟ ଖବର

ଶ୍ରାଦ୍ଧ ଦିବସରେ ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଶା ଡଟ୍ କମ୍ ସମ୍ବାଦଦାତା ଭୁବନେଶ୍ୱର, ଅପ୍ରେଲ ୧୭ (ଓଡିଶା ଡଟ୍ କମ୍) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧବାର୍ଷିକୀରେ ରବିବାର ତାଙ୍କୁ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସକାଳୁ ସ୍ଥାନୀୟ ବିନ୍ଦୁ ସାଗରରେ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ତିଳତର୍ପଣ କରିଥିଲେ ।...

ବିସ୍ତୃତ