Tag: ବିଜେପି

ଓଡିଶାରେ ବିକାଶ ନାଁରେ ବିନାଶ ର ତାଣ୍ଡବ ଚାଲିଛି : ବିଜେପି

ଏହି ଚିଠା ପ୍ରସ୍ତାବରେ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରାଯାଇଥିବା ବେଳେ, ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାରକୁ ତୀବ୍ର ସମାଲୋଚନା କରାଯାଇଛି ।

ଗିରଫଦାରୀ ବିରୋଧରେ ସମ୍ବଲପୁର ବନ୍ଦ, ଜନ ଜୀବନ ଅସ୍ତବ୍ୟସ୍ତ

ବନ୍ଦ ଡାକରା ଯୋଗୁଁ ସହରରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ବିରୋଧକାରୀ ମାନେ ରେଳ ଲାଇନ ଉପରେ ବସି ରହିବାରୁ ରେଳ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା କୁହା ଯାଇଛି ।

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ…

ଆଠୋଟି ଯାକ ପୌରସଂସ୍ଥାରେ ବିଜେଡ଼ିର ବାଜିମାତ

ବୁଧବାର ଭୋଟ ଗଣତିପରେ ଫଳାଫଳ ପ୍ରକାଶ ପାଇଥିବା ଏହି ତିନି ମ୍ୟୁନିସପାଲିଟି ଗୁଡିକହେଲା ସୁନାବେଡା, ବେଲପାହାଡ, ପାରାଦୀପ, ଓ ପାଞ୍ଚ ବିଜ୍ଞାପିତ ପରିଷଦ ହେଲା ରେଢାଖୋଲ, ତୁଷରା, ଦଶପଲ୍ଲା, ବାଲିମେଳା ଓ ଧର୍ମଗଡ ।

କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାରେ ୨୭୬୧ ବାଂଲାଦେଶୀ ଅନୁପ୍ରବେଶକାରୀ

ଅନ୍ୟାନ୍ୟ ଜିଲାରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହେଲା ମାଲକାନଗିରି-୬୬୫, ଭଦ୍ରକ-୩୧୩, ବାଲେଶ୍ୱର-୧୫୦, ନବରଙ୍ଗପୁର-୧୦୬ ଓ ବରଗଡ଼-୨।

ଓଡିଶା ବିଜେପି ନିର୍ବାଚନ: ରାଜନାଥଙ୍କ ସହ ସାକ୍ଷାତ କଲେ ଜୁଏଲ

ଓଡିଶାରେ ବହୁ୍ରତିକ୍ଷିତ ରାଜ୍ୟ ସଭାପତି ନିର୍ବାଚନ ଅତିଶୀଘ୍ର ସମାହିତ ହେବବୋଲି ଶ୍ରୀ ସିଂହ ପ୍ରତିଶୃତି ଦେଇଥିଲେ । ଏ ପ୍ରସଙ୍ଗରେ ଶ୍ରୀ ଓରାମ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଦାୟୀତ୍ୱରେ ଥିବା ଶ୍ରୀ ରାମଲାଲଙ୍କ ସହ ଆଉଏକ ଆଲୋଚନା ପରେ ତାରିଖ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଚୁଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ।

This website uses cookies.