ଓଡିଶା ନ୍ୟୁଜ/ Odisha News

Tag Archives: ବିଜେପି

ଓଡିଶା ଖବରରାଜନୀତି

କଟକରେ ବିଜେପିର ପ୍ରତିବାଦ ଶୋଭାଯାତ୍ରା

ଷ୍ଟାଡିୟମକୁ ସଂପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଥିବାରୁ ଗୁରୁବାର ବିଜେପି ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାକୁ ପ୍ରତିହତ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବର

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତିବାଦରେ ବିଜେପିର ରାଜ୍ୟରେ ବିକ୍ଷୋଭ

ରାଜଧାନୀ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମ ମନ୍ଦିର ଛକରେ ବିକ୍ଷୋଭ କରିଥିଲେ । କର୍ମୀ ସେଠାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ ।

ବିସ୍ତୃତ
ଓଡିଶା ଖବରରାଜନୀତି

କଂଗ୍ରେସ ଓ ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି-ପ୍ୟାରୀ

ଖଣି ଦୁର୍ନୀତିରେ ନବୀନ ସରକରାର ସଂପୃକ୍ତି ରହିଛି । ଏଥିରୁ ରକ୍ଷାପାଇବା ପାଇଁ ସେ କଂଗ୍ରେସ ସହ କେନ୍ଦ୍ରରେ ଭିତିରିଆ ବୁଝାମଣା କରିଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

କଂଗ୍ରେସ କିମ୍ବା ବିଜେପି ସହିତ ବୁଝାମଣାର ସମ୍ଭାବନା ନାହିିଁ :ନବୀନ

କଂଗ୍ରେସ ବିଜେଡି ଏବଂ ଜେଡି(ୟୁ) ଭଳି ସମଭାବାପନ୍ନ ଦଳ ସହିତ କଥାବାର୍ତା ପାଇଁ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ଜୟପୁରଠାରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବିରରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ କମଳନାଥ ଗଣମାଧ୍ୟମକୁ ବିବୃତି ଦେଇଥିଲେ ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବର

ବରମୁଣ୍ଡା ବସଷ୍ଟାଣ୍ଡ ଜମି ଲିଜ୍ ଚୁକ୍ତି ହାଇକୋର୍ଟରେ ରଦ୍ଧ

ରାଜ୍ୟ ସରକାର ସମ୍ବିଧାନର ୨୯୯ଧାରା ଉଲଙ୍ଘନକରି ଲିଜ୍ ପ୍ରଦାନ କରିଥିବାରୁ ଏହି ଦୁଇଟି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ସେହିପରି ଜମି ହସ୍ତାନ୍ତର ଆଇନ୍ ୧୦୫ ଓ ୧୦୭କୁ ରାଜ୍ୟ ସରକାର ଉଲଙ୍ଘନ କରିଛନ୍ତି ବୋଲି ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ବିସ୍ତୃତ