Tag: ବିଜେଡ଼ି

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ…

୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା । ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ…

ବିଜେପି, ବିଜେଡି ଚାଷୀ ବିରୋଧୀ: ରାହୁଳ

ଦୁଇ ଦିନିଆ ରାଜ୍ୟ ଗସ୍ତର ପ୍ରଥମ ଦିନ ଗାନ୍ଧୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ।ସଡ଼କ ପଥରେ ବରଗଡ…

ଦୁଇ ଦିନିଆ ରାଜ୍ୟ ଗସ୍ତର ପ୍ରଥମ ଦିନ ଗାନ୍ଧୀ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଝାରସୁଗୁଡାରେ ପହଞ୍ଚିଥିଲେ।ସଡ଼କ ପଥରେ ବରଗଡ ଜିଲ୍ଲାର ଦେବାହାଲ ଗ୍ରାମରେ ପହଞ୍ଚି ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହା ପରେ ଉକ୍ତ ଗ୍ରାମରୁ କଂଗ୍ରେସ ଦ୍ଵାରା ଆୟୋଜିତ ଚାଷୀ ବଞ୍ଚାଅ ପଦଯାତ୍ରାର ଆରମ୍ଭ କରିଥିଲେ।

ବିଜେଡି ସାଂସଦ କଳ୍ପତରୁ ଦାସଙ୍କ ପରଲୋକ

କିଛି ମାସ ହେବ ଅସୁସ୍ଥ ଥିବା ଶ୍ରୀ ଦାସଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ସୋମବାର ଦିଲ୍ଲୀ ଏମ୍ସ ପରିସରରେ…

କିଛି ମାସ ହେବ ଅସୁସ୍ଥ ଥିବା ଶ୍ରୀ ଦାସଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ସୋମବାର ଦିଲ୍ଲୀ ଏମ୍ସ ପରିସରରେ ଥିବା ଇନଷ୍ଟିଚ୍ୟୁଟ ଅଫ ରୋଟାରି କ୍ୟାନ୍ସର ହାସପାତାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ ରେ ରଖାଯାଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।

ଓଡ଼ିଶା ବିରୋଧୀ ନୁହନ୍ତି କେନ୍ଦ୍ର ସରକାର: ନିର୍ମଳା ସୀତାରମଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିଜେପି ସରକାର ଗତ ଏକ ବର୍ଷ ମଧ୍ୟରେ ଦୁର୍ନୀତି ମୁକ୍ତ ଶାସନ ଦେଇଥିବା ବେଳେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିଜେପି ସରକାର ଗତ ଏକ ବର୍ଷ ମଧ୍ୟରେ ଦୁର୍ନୀତି ମୁକ୍ତ ଶାସନ ଦେଇଥିବା ବେଳେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ବଢିଛି ବୋଲି ସୀତାରମଣ କହିଥିଲେ।

ନାଲକୋ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ପୁନର୍ବିଚାର ପାଇଁ ବିଜେଡିର ଦାବି

ବିଜେଡି ସାଂସଦଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବ ପରେ ତୋମାର କହିଛନ୍ତି ସେ ଏ ସଂକ୍ରାନ୍ତରେ ଚୁଡାନ୍ତ ନିଷ୍ପତ୍ତି ନେବା…

ବିଜେଡି ସାଂସଦଙ୍କ ଠାରୁ ସ୍ମାରକପତ୍ର ଗ୍ରହଣ କରିବ ପରେ ତୋମାର କହିଛନ୍ତି ସେ ଏ ସଂକ୍ରାନ୍ତରେ ଚୁଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଚାର ଆଲୋଚନା କରିବେ । ଭୁବନେଶ୍ଵର ରେ ମୁଖ୍ୟ କାର୍ଯ୍ୟ।ଲୟ ଥିବା ନାଲକୋ ହେଉଛି ଦେଶର ତୃତୀୟ ସର୍ବ ବୃହତ ଆଲୁମିନିୟମ ଉତ୍ପାଦନକାରୀ ।

ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା ଦାବି କଲା ବିଜେଡି

ନୂଆଦିଲ୍ଲୀର ପାର୍ଲାମେଣ୍ଟ ଭବନ ଠାରେ ଥିବା ବିଜେଡି କାର୍ଯ୍ୟ।ଳୟରେ ଗୁରୁବାର ଦଳୀୟ ଏମପି ମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନୂଆଦିଲ୍ଲୀର ପାର୍ଲାମେଣ୍ଟ ଭବନ ଠାରେ ଥିବା ବିଜେଡି କାର୍ଯ୍ୟ।ଳୟରେ ଗୁରୁବାର ଦଳୀୟ ଏମପି ମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯଦି ସଂଶୋଧିତ ଜମି ଅଧିଗ୍ରହଣ ବିଲରେ ଜମିହରା ବ୍ୟକ୍ତିଙ୍କୁ କମ୍ପାନୀ ଅଂଶୀଦାର କରିବା ବ୍ୟବସ୍ଥା ନ ଥାଏ ତାହେଲେ ଏହି ବିଲକୁ ବିରୋଧ କରିବାକୁ ସେ ଏମପି ମାନଙ୍କୁ କହିଛନ୍ତି।

This website uses cookies.