Tag: ବିଜେଡ଼ି

ରଣପୁର ଏନଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ

ବିରୋଧୀ କଂଗ୍ରେସ ଓ ସ୍ଵାଧୀନ ପାର୍ଟିର ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡରେ ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ଖାତା ଖୋଲି ପାରିନାହିଁ ।

ଜମି ଅଧିଗ୍ରହଣ ବିଲକୁ ବିରୋଧ କରିବ ବିଜେଡି

ଆମେ ଏହି ଜମି ବିଲକୁ ଲୋକ ସଭାରେ ସ୍ଵାଗତ କରିଥିଲୁ ଏବଂ ଏହା ମଧ୍ୟ କହିଥିଲୁ ଯେ ଆମେ ଖୁସି ଅଛୁ । କିନ୍ତୁ ଖୁସି ଅଛୁ କହିବାର ଅର୍ଥ ନୁହେଁ ଆମେ ଏହି ବିଲ କୁ ସମର୍ଥନ କରିବୁ , ମହତାବ ହିନ୍ଦୁସ୍ତାନ ଟାଇମସ ଖବର କାଗଜକୁ କହିଛନ୍ତି ।

ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ଓ ଏକ ଘରୋଇ ହାସପାତାଳରେ ଚିକିତ୍ସିତ ହେଉଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହେଉଥିଲା । ରାଜ୍ୟ ବିଧାନସଭାକୁ ୧୯୯୫, ୨୦୦୦ ଓ ୨୦୦୪ କ୍ରମାଗତ ଭାବେ ବରଗଡ ବିଧାନସଭାରୁ ତିନିବାର ନିର୍ବାଚିତ ହୋଇଥିବା ଆଚାର୍ଯ୍ୟ ୨୦୦୪ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟର ଅବକାରୀ ମନ୍ତ୍ରୀ…

ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ଉଦ୍ୟମକୁ ବିଜେଡ଼ି, କଂଗ୍ରେସର ବିରୋଧ

ଭୁବନେଶ୍ଵରରେ ମୁଖ୍ୟ କାର୍ଯାଳୟ ଓ ରାଜ୍ୟର ଅନଗୁଳ ଓ କୋରାପୁଟରେ କାରଖାନା ଓ ବକ୍ସାଇଟ ଖଣି ଥିବା ନାଲକୋରେ କେନ୍ଦ୍ର ସରକାରଙ୍କ ୮୭.୧୫ ପ୍ରତିଶତ ଅଂଶଧନ ରହିଛି ।ସରକାରୀ ଅଂଶଧନର ପାଞ୍ଚରୁ ପନ୍ଦର ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ସମ୍ପର୍କିତ ଖବର କେତେକ ସଂବାଦପତ୍ର ପ୍ରକାଶ କରିଛନ୍ତି ।

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ…

ଆଠୋଟି ଯାକ ପୌରସଂସ୍ଥାରେ ବିଜେଡ଼ିର ବାଜିମାତ

ବୁଧବାର ଭୋଟ ଗଣତିପରେ ଫଳାଫଳ ପ୍ରକାଶ ପାଇଥିବା ଏହି ତିନି ମ୍ୟୁନିସପାଲିଟି ଗୁଡିକହେଲା ସୁନାବେଡା, ବେଲପାହାଡ, ପାରାଦୀପ, ଓ ପାଞ୍ଚ ବିଜ୍ଞାପିତ ପରିଷଦ ହେଲା ରେଢାଖୋଲ, ତୁଷରା, ଦଶପଲ୍ଲା, ବାଲିମେଳା ଓ ଧର୍ମଗଡ ।

This website uses cookies.