Tag: ବିଧାନସଭା

୨୮ରେ ବିଜେଡି ସଭାପତି ନିର୍ବାଚନ

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେ୍ବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ହଟ୍ଟଗୋଳ ମଧ୍ୟରେ ସରିଲା ଶୀତ ଅଧିବେଶନ

ଓଡିଶା ବିଧାନସଭା ଇତିହାସରେ ଯେଭଳି ଭାବରେ ଗୃହ ପରିଚାଳନା କରାଯାଉଛି । ଏଠି ସରକାର ଯାହା ଚାହିଁବେ ତାହା ହିଁ ହେବ । ଗଣତନ୍ତ୍ର ଏଠି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।

ସୁକତେଲ ପ୍ରକଳ୍ପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଜି

ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବଲାଙ୍ଗିର ଜିଲାପାଳଙ୍କ ସହ ୬ଜଣିଆ ସୁକତେଲ କ୍ରିୟାନୁଷ୍ଠାନ କମିଟି ଓ ବିସ୍ତାପିତଙ୍କ ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ବିଧାନସଭାରେ ମାଧବୀଲତା:ହଟ୍ଟଗୋଳ,ଗୃହ ମୁଲତବୀ

ବିଧାନସଭାର କଣ୍ଠରୋଧ ଚଳିବ ନାହିଁ’ ବୋଲି ସ୍ଳୋଗାନ ଦେବାରୁ ଗୃହ ଚଳାଇବା କଷ୍ଟକର ହୋଇଥିଲା । ଫଳରେ ବାଚସ୍ପତି ଶ୍ରୀ ଅମାତ ୩ଟା ୫୬ମିନିଟରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ।

ବିଧାୟକ ଘରୋଇ କଲେଜ ଗଭର୍ଣ୍ଣିଂବଡିରେ ରହିପାରିବେ: ମନ୍ତ୍ରୀ

ଆଗାମୀ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରକାର ଏଥିନେଇ ନୀତିଗତ ନିଷ୍ପତି ନେବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

This website uses cookies.