Tag Archives: ବିଧାନସଭା

ଓଡିଶା ଖବରରାଜନୀତି

ସରକାର-ମାଓ ସଂପର୍କନେଇ ବିଧାନସଭା ହୁଲସ୍ତୁଲ

ମାଓବାଦୀଙ୍କୁ ଯେଉଁ ଟଙ୍କା ଦିଆଯାଇଛି ତାହା କେଉଁ ସୂତ୍ରରୁ ଆସିଛି ସେ ବିଷୟରେ ଗୃହରେ ସରକାର ମତ ରଖନ୍ତୁ ବୋଲି ବିରୋଧୀଦଳ ଦାବି କରିଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

ଡାଲି ଦୁର୍ନୀତି, ସିଏଜି ରିପୋର୍ଟକୁ ନେଇ ଝଡ

୨୦୦୨ରୁ ୧୨ ମଧ୍ୟରେ ବିପିଏଲ ପରିବାରକୁ ୫ ଟଙ୍କା ୬୫ ପଇସା ହିସାବରେ ମାସିକ ୩୫କେଜି ଚାଉଳ ଦେବାକୁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଥିଲେ । ଏହି ସମୟରେ ରାଜ୍ୟ ସରକାର ୪୪ ଲକ୍ଷ ପରିବାରକୁ ୩୫ କେଜି ବଦଳରେ ୨୫ କେଜି ଚାଉଳ ଦେଇଥିଲେ ।

ବିସ୍ତୃତ
ଓଡିଶା ଖବର

ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

ବିରୋଧାଦଳ ମୁଖ୍ୟସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ସରକାର ଜବରଦସ୍ତ କରି ଘରୋଇ କଂପାନୀଙ୍କ ସ୍ୱାର୍ଥରେ ଏସବୁ କରୁଛନ୍ତି । ତାଙ୍କର ସଂଖ୍ୟା ଗରିଷ୍ଠତା ଅଛିବୋଲି ଆଲୋଚନା କରିବେ ନାହିଁ କି ତାଙ୍କ ଦଳର ସଦସ୍ୟମାନଙ୍କୁ ମଧ୍ୟ ଆଲୋଚନା କରିବାକୁ ଦେଉ ନାହାଁନ୍ତି ।

ବିସ୍ତୃତ
ଓଡିଶା ଖବର

ସିଏଜି ରିପୋର୍ଟକୁ ନେଇ ଗୃହରେ ଝଡ

ରାଜ୍ୟ ସରକାର କେନ୍ଦ୍ରର ଅବହେଳା ନେଇ ସଦାବେଳେ ଅଭିଯୋଗ କରିଆସୁଛନ୍ତି । ହେଲେ ଏବେ ଟଙ୍କା ଫେରିଯିବା ଘଟଣା ସରକାରଙ୍କ ଅଯୋଗ୍ୟତାକୁ ପ୍ରମାଣ କରିଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

ବିଧାନସଭାରେ ବିପିଏଲ୍ ତାଲିକାକୁ ନେଇ ଉଦ୍ବେଗ

ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ ସରକାରଙ୍କ ତରଫରୁ ସଫେଇ ଦେଇ କହିଛନ୍ତି ବିରୋଧୀଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ । ୨୦୦୭ ଓ ୨୦୧୨ରେ ଦେଶର କୌଣସି ସ୍ଥାନରେ ବିପିଏଲ ତାଲିକା ହୋଇନାହିଁ ।

ବିସ୍ତୃତ
ଓଡିଶା ଖବର

ଶନିବାର ଦିନ ମିଳିବ କମ୍ବଳ ଭତା

ପ୍ରଥମଥର ପାଇଁ ଶୀତଦିନେ କମ୍ବଳ କିଣିବାକୁ ସରକାର ଏପରି ଭତା ବ୍ୟବସ୍ଥା କରିଛନ୍ତି । ଏଥିଲାଗି ବିଧାନସଭାରେ ବିଜେଡିର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ଏକ ଐତିହାସିକ ନିଷ୍ପତି ବୋଲି ବିଜେଡି ବିଧାୟକମାନେ କହିଛନ୍ତି ।

ବିସ୍ତୃତ