Tag: ବିଧାୟକ

ମାଧବୀଲତା ମୃତ୍ୟୁ: ସିଡିଏମ୍ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ତଦନ୍ତ ରିପୋର୍ଟରେ ସେ ଏଥିସହ ସରକାରଙ୍କୁ ମୃତ ମାଧବୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ସୁପାରିଶ କରିଛନ୍ତି ।

ସାଂସଦ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିରୁ ନିଲମ୍ବିତ

ଦଳ ତଥା ନବୀନଙ୍କ ପାଇଁ ୧୨ ବର୍ଷ କଠିନ ପରିଶ୍ରମ କରିଛି । ରାଜ୍ୟବାସୀ ଏହାର ବିଚାର କରିବେ, ନିଲମ୍ବନ ପରେ ପ୍ୟାରୀ କହିଛନ୍ତି ।

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଜେଲରୁ ଖଲାସ

ପୋସ୍କୋ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜେଲରୁ ମୁକ୍ତ ପରେ ସେ ଗଣମାଧ୍ୟମକୁ କହିଛନ୍ତି ।

ଇସ୍ତଫା ନେଇ କୌଣସି ନିଷ୍ପତି ହୋଇନାହିଁ: ହିକକା

ମୁଁ ନିଜେ କୌଣସି ନିଷ୍ପତି ନେବି ନାହିଁ, ମୁଖ୍ୟମନ୍ତ୍ରୀ ଦଳର ମୁଖ୍ୟ ହୋଇଥିବାରୁ ତାଙ୍କ ଉପରେ ସବୁ ଛାଡ଼ି ଦେଇଛି ।

ନିର୍ବାଚିତ ପ୍ରତିନିଧି ଚାପରେ କାହିଁକି ଇସ୍ତଫା ଦେବେ: ନବୀନ

ଦୀର୍ଘ ୩୪ଦିନ ସେ ମାଓବାଦୀ ଶିବିରରେ ଥିଲେ ଏବଂ ବର୍ତମାନ ଏମ୍ଏଲ୍ଏ କଲୋନୀରେ ରହିବେ ବୋଲି ନବୀନ କହିଛନ୍ତି ।

ଇସ୍ତଫା ନେଇ ମାଓବାଦୀ ଟେପ୍ ଜାରି କରିପାରନ୍ତି: ହିକକା

ଇସ୍ତଫା ସଂପର୍କରେ ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସହ ମଧ୍ୟ ପରାମର୍ଶ କରିବେ ବୋଲି କହିଛନ୍ତି ।

This website uses cookies.