ଓଡିଶା ନ୍ୟୁଜ/ Odisha News

Tag Archives: ବିବାଦ

ପରିବେଶରାଜନୀତି

ମହାନଦୀର ମହାଯୁଦ୍ଧ : ସତ୍ୟ ଓ ତଥ୍ୟ

ଗତ ପନ୍ଦର ବର୍ଷ ଧରି ଉଭୟ ରାଜ୍ୟରେ ଦୁଇଜଣ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ସେମାନେ ଏ ପ୍ରସଙ୍ଗରେ ଥରେ ମଧ୍ୟ ଦ୍ୱିପାକ୍ଷିକ ଅ।ଲୋଚନା କରିନାହାନ୍ତି ।

ବିସ୍ତୃତ
ରୋକ ଠୋକ

ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ ସମାନ ନୁହେଁ ।

ବିସ୍ତୃତ