ଓଡିଶା ନ୍ୟୁଜ/ Odisha News

Tag Archives: ବିମାନସେବା

ଓଡିଶା ଖବର

ଉପକୂଳ ଓଡିଶାରେ କୁହୁଡିର ପ୍ରଭାବ, ଜନଜୀବନ ଅସ୍ତବ୍ୟସ୍ତ

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଳ୍ପ କେତେକ ଅଞ୍ଚଳକୁ ବାଦଦେଲେ ରାଜ୍ୟର ବାକି ଅଞ୍ଚଳରେ ଶୀତ ପ୍ରକୋପ କମିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଦେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବର

ଭୁବନେଶ୍ୱର– ଝାରସୁଗୁଡାରୁ ବିମାନସେବା ଆରମ୍ଭ

ଫେରନ୍ତା ଯାତ୍ରାରେ ରାଉରକେଲାରୁ ଅପରାହ୍ନ ୩ଟା ୫୦ରୁ ବାହାରି ଝାରସୁଗଡାରେ ୪ଟା ୧୦ ମିନିଟ୍ ରେ ପହଞ୍ଚିବ । ଅପରାହ୍ନ ୪ଟା ୩୦ରୁ ଝାରସୁଗଡାରୁ ବାହାରି ୫ଟା ୩୦ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିବ ।

ବିସ୍ତୃତ