Tag Archives: ବୁର୍ଲା

ମାନବାଧିକାର

ବୁର୍ଲା ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ଦାୟର କରିଥିଲେ । ବୁର୍ଲା ହସ୍ପିଟାଲକୁ ବଦଳି ହୋଇଥିବା ଡାକ୍ତରମାନେ ପ୍ରାୟତଃ ଡାକ୍ତରଖାନାକୁ ଆସୁନଥିବା ସେ ଅଭିଯୋଗ କରିଥିଲେ । ଡାକ୍ତରଖାନାକୁ ଯୋଗାଣ ହେଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ୱୀକାର କରିଥିବାରୁ ଏହା ପଛରେ ଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ବୁର୍ଲା ପୌରାଧ୍ୟକ୍ଷାଙ୍କ ଜାତି ପ୍ରମାଣପତ୍ର ଖାରଜ

ଜାଲ ଜାତିଗତ ତଫିସଲ ଭୁକ୍ତ ଜାତି ପ୍ରମାଣ ପତ୍ର ସହାୟତାରେ ୩ ନମ୍ବର ୱାର୍ଡର କାଉନସିଲର ରୂପେ ନିର୍ବାଚିତ ହେବା ସହ ଉପ-ନଗରପାଳ ଏବଂ ପରେ ଅଧ୍ୟକ୍ଷା ଭାବରେ ସେ ଅଧିଷ୍ଠିତ ହୋଇଥିଲେ ।

ବିସ୍ତୃତ