Tag Archives: ବେଦାନ୍ତ ପ୍ଳାଣ୍ଟ

ଓଡିଶା ଖବର

ବୁଧବାର ଠାରୁ ବେଦାନ୍ତର ଆଲୁମିନା ପ୍ଳାଣ୍ଟ ବନ୍ଦ

କଂଚାମାଲ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ କଂପାନୀ ପୂର୍ବରୁ ଅନୁରୋଧ କରିଥିଲେ କିନ୍ତୁ ସରକାରଙ୍କ ତରଫରୁ କୌଣସି ସକରାତ୍ମକ ଆଶ୍ୱାସନା ମିଳିନାହିଁ । ଆଜି ବସିଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀଗୋଷ୍ଠୀଙ୍କର ବୈଠକରୁ ମଧ୍ୟ କୌଣସି ରାସ୍ତା ବାହାରି ପାରିନାହିଁ ।

ବିସ୍ତୃତ