Tag Archives: ବେଦାନ୍ତ

ଅର୍ଥ-ବ୍ୟବସାୟ

କଞ୍ଚାମାଲ ଅଭାବରୁ ଲାଞ୍ଜିଗଡ କାରଖାନା ବନ୍ଦ କରିବ ବେଦାନ୍ତ

କମ୍ପାନୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ବହୁବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ସତ୍ଵେ କୌଣସି ସୁଫଳ ମିଳି ନଥିବାରୁ କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି ।

ବିସ୍ତୃତ
ରାଜନୀତି

ବିଜୟ ପଟ୍ଟନାୟକ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ନୂଆ ଅଧ୍ୟକ୍ଷ

ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ବୁଧବାର କାର୍ଯ୍ୟାରମ୍ଭ କରିଛନ୍ତି ।ଭାରତୀୟ ପ୍ରଶାସନିକ ସେବା ୧୯୭୬ ବ୍ୟାଚର ପଟ୍ଟନାୟକ ୨୦୧୦ ରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେଇ ୨୦୧୩ରେ ଅବସର ଗ୍ରହଣ କରିଥିଲେ । ଏହା ପରେ ସରକାର ତାଙ୍କୁ ଓଡିଶା ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଓ ପରବର୍ତ୍ତୀ ସମୟରେ ରାଜ୍ୟ ମାନବାଧିକାର କମିଶନର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ ।

ବିସ୍ତୃତ
ଓଡିଶା ଖବର

ଅନିଶ୍ଚିତତା ମଧ୍ୟରେ ବେଦାନ୍ତ ଝାରସୁଗୁଡା ପ୍ରକଳ୍ପ କର୍ମଚାରୀ

ଲାଞ୍ଜିଗଡ କାରଖାନା ବନ୍ଦ ହୋଇ ଯିବାରୁ ଏହି ପ୍ରଥମ ପ୍ଳାଣ୍ଟ ଚଳେଇବା ଅସମ୍ଭବ ହୋଇ ପଡିଛି । ଫଳରେ ଚିନ୍ତାଗସ୍ତ ହୋଇଛନ୍ତି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ଥିବା କର୍ମଚାରୀ ।

ବିସ୍ତୃତ
ଓଡିଶା ଖବର

ବନ୍ଦ ହେଲା ବେଦାନ୍ତ ଆଲୁମିନା ରିଫାଇନାରି

ରାଜ୍ୟ ଖଣି ମନ୍ତ୍ରୀ ରଜନୀକାନ୍ତ ସିଂହ କହିଛନ୍ତି ଯେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଓ ସେମାନଙ୍କ ନିଷ୍ପତି ଉପରେ ବେଦାନ୍ତର ଭାଗ୍ୟ ନିର୍ଭରକରେ । ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ସୁପାରିଶ ମିଳିବା ପାଇଁ ଦଦୁଇ ବା ତିନି ମାସ ସମୟ ଲାଗିପାରେ ବୋଲି ସେ କହିଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବର

ବକ୍ସାଇଟ୍ ଅଭାବରୁ ବେଦାନ୍ତ ଲାଞ୍ଜିଗଡ଼ କାରଖାନା ସାମୟିକ ବନ୍ଦ

କଂପାନୀ ବକ୍ସାଇଟ୍ ନମିଳିବା ଯାଏଁ ରିଫାଇନାରୀକୁ ବନ୍ଦ ରଖିବ ବୋଲି ବେଦାନ୍ତ ଆଲୁମିନିୟମ୍ ର ସଭାପତି ମୁକେଶ କୁମାର ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ବେଦାନ୍ତ ପ୍ରକଳ୍ପ ସଂପ୍ରସାରଣ ମାମଲା ହାଇକୋର୍ଟରେ ଖାରଜ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା କଟକ, ଜୁଲାଇ ୧୯(ଓଡ଼ିଶା ଡ଼ଟ୍ କମ୍) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଆଲୁମିନିୟମ ରିଫାଇନାରୀ ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସଂପ୍ରସାରଣ ପାଇଁ ବେଦାନ୍ତ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ପ୍ରକଳ୍ପ ସଂପ୍ରସାରଣ ପାଇଁ ଦିଆଯାଇଥିବା ଅନୁମତିକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରଦ୍ଦ କରିବା...

ବିସ୍ତୃତ