Tag Archives: ବୋର୍ଡ

ଶିକ୍ଷାସାକ୍ଷାତକାର

କର୍ପୋରେଟ ଓକିଲ ହେବା ରାଜ୍ୟ ଟପ୍ପର ଙ୍କ ଲକ୍ଷ୍ୟ

"ମୁ ଦିନରେ ସାତ ଆଠ ଘଣ୍ଟା ପଢୁଥିଲି । ହେଲେ ବାଧ୍ୟ ବାଧକତାରେ ରେ ନୁହେଁ । ପାଠପଢା ମତେ ଖୁସିଦିଏ ଓ ମୁ ପଢିବାକୁ ଭଲ ପାଏ । ଅନ୍ୟମାନେ ଯେପରି ଗୀତ ଶୁଣିବାକୁ, ଖେଳିବାକୁ, ଟିଭି ଦେଖିବାକୁ ଭଲ ପାଆନ୍ତି ମୁ ସେପରି ପଢିବାକୁ ଭଲ ପାଏ ।" ସେ କହିଛନ୍ତି ।

ବିସ୍ତୃତ