Tag: ଭଦ୍ରକ

ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଝଡ ତୋଫାନ ସମ୍ଭାବନା

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା…

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କାର୍ଯ୍ୟ।ଳୟ ଏକ ଇସ୍ତାହାରରେ ପ୍ରକାଶ କରିଛି ।

ବନ୍ଦ: ଭଦ୍ରକରେ ତିନୋଟି ଅଫିସ ଭଙ୍ଗାରୁଜା, ୯୭ ଗିରଫ

କର୍ମୀ ଉତକ୍ଷିପ୍ତ ହୋଇ ସେଠାରେ ଟେବୁଲ ଚେୟାର ଭଳି ଆସବାବପତ୍ରମାନ ଭଂଗାରୁଜା କରିଥିବାର ଜଣାପଡ଼ିଛି ।

କର୍ମୀ ଉତକ୍ଷିପ୍ତ ହୋଇ ସେଠାରେ ଟେବୁଲ ଚେୟାର ଭଳି ଆସବାବପତ୍ରମାନ ଭଂଗାରୁଜା କରିଥିବାର ଜଣାପଡ଼ିଛି ।

ଚାଲିଲା ଭଦ୍ରକ-ବାଲେଶ୍ୱର-ଭଦ୍ରକ ପାସେଞର ଟ୍ରେନ

ଉ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସେଠୀ ଯୋଗେଇ ଉଭୟ ଭଦ୍ରକ ଓ ବାଲେଶ୍ୱର ବାସୀଙ୍କର ବହୁଦିନର ଆଶା ଓ…

ଉ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସେଠୀ ଯୋଗେଇ ଉଭୟ ଭଦ୍ରକ ଓ ବାଲେଶ୍ୱର ବାସୀଙ୍କର ବହୁଦିନର ଆଶା ଓ ସ୍ୱପ୍ନ ଆଜି ପୂରଣ ହୋଇଥିବାରୁ ରେଳ ମନ୍ତ୍ରଣାଳୟ ନିକଟରେ ନିଜର ଖୁସୀ ଜାହିର କରିଥିଲେ ।

ଭଦ୍ରକ: ୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ଗିରଫ

ଚରମ୍ପା ବଉଳ ପୋଖରୀ ଅଞ୍ଚଳର ସଂପୃକ୍ତ ବ୍ୟକ୍ତିମାନେ ପୂର୍ବରୁ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗ ହୋଇ ଆସୁଥିଲା ।

ଚରମ୍ପା ବଉଳ ପୋଖରୀ ଅଞ୍ଚଳର ସଂପୃକ୍ତ ବ୍ୟକ୍ତିମାନେ ପୂର୍ବରୁ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗ ହୋଇ ଆସୁଥିଲା ।

ଧର୍ଷଣ ଅଭିଯୁକ୍ତକୁ ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ।

ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ।

ଭଦ୍ରକ: ଗୋରୁଚାଲାଣ ରୋକିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ବେଆଇନ ଗୋରୁ ଚାଲାଣକୁ ବନ୍ଦ କରାନଗଲେ ଆଇନକୁ ହାତକୁ ନେବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି ।

ବେଆଇନ ଗୋରୁ ଚାଲାଣକୁ ବନ୍ଦ କରାନଗଲେ ଆଇନକୁ ହାତକୁ ନେବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି ।

This website uses cookies.