Tag: ଭଦ୍ରକ

ଭଦ୍ରକ: ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବନ୍ଧା ବିଦେଶୀ ଭକ୍ତ ଜୁଲିୟାନ

ଏହି ଚତୁର୍ଦ୍ଧାମୂର୍ତିଙ୍କର ରଥଯାତ୍ରା ହେଉନଥିବାରୁ ଚଳିତବର୍ଷ ସେମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି ।

ଭଦ୍ରକ: ଷ୍ଟେସନ ରାସ୍ତା ସମ୍ପ୍ରସାରଣ ନେଇ ଜନଆନ୍ଦୋଳନ

ରାସ୍ତା ପାର୍ଶ୍ୱରେ ଥିବା ଗ୍ୟାରେଜ ଗୁଡ଼ିକୁ ଉଚ୍ଛେଦ କରିବା ଏବଂ ଲୋକଙ୍କ ଯାତାୟାତରେ ସୁବିଧା ପାଇଁ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ଦାବି କରିଛନ୍ତି ।

ମାଛଧରାକୁ କେନ୍ଦ୍ର କରି ଆକ୍ରମଣ, ୩ ଗୁରୁତର ୧ ନିଖୋଜ

ଅଭିଯୁକ୍ତମାନେ ଆହତମାନଙ୍କୁ ଥାନାକୁ କିମ୍ବା ଡ଼ାକ୍ତରଖାନା ଯିବାକୁ ଦେଇନଥିଲେ ।

ଡ଼ାକ୍ତର ହେବାକୁ ଲକ୍ଷ୍ୟ: ଯୁକ୍ତଦୁଇ ବିଜ୍ଞାନ ଅଷ୍ଟମ ଟପ୍ପର

ବିଜ୍ଞାନ ବିଭାଗରେ ସେପରି ଉତ୍ସାହଜନକ ରହି ନଥିବାବେଳେ ଚଳିତ ବର୍ଷର ଫଳାଫଳ ଅତ୍ୟନ୍ତ ସନ୍ତୋଷଜନକ ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି ।

ବିଷ୍ଣୁ ଖିଲାର: ବୃକ୍ଷ ରୋପଣ ଯାହାଙ୍କ ଜୀବନର ମୂଳମନ୍ତ୍ର

ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗ ବିଶ୍ୱବ୍ୟାଙ୍କ ସହାୟତାରେ ଲଗାଯାଇଥିବା ରାସ୍ତା ପାଶ୍ୱର ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଛି ।

ଭଦ୍ରକ: ଗୋରୁ ବୋଝେଇ ଗାଡ଼ି ଜବତ, ୩ ଅଟକ

ଭଦ୍ରକରୁ ପଡୋଶୀ ରାଜ୍ୟ ପଶ୍ଚିମବଂଗ ସମେତ ବହୁ ଅଂଚଳକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଗୋରୁ ଚୋରା ଚାଲାଣ ହୋଇଥାଏ ।

This website uses cookies.