ଓଡିଶା ନ୍ୟୁଜ/ Odisha News

Tag Archives: ଭାରତୀୟ କ୍ରିକେଟ୍

ଓଡିଶା ଖବର

ଓଡିଶାରେ ପାକିସ୍ଥାନକୁ ଖେଳାଇ ଦିଆଯିବ ନାହିଁ -ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ

କଟକର ବାରବାଟୀ ଠାରେ ପ୍ରସ୍ଥାବିତ ମହିଳା ବିଶ୍ୱକପ୍ ମ୍ୟାଚ୍ ରୁ ପାକିସ୍ଥାନ ଟିମ୍ କୁ ବାଦ ଦିଆଯାଇ ଅବଶିଷ୍ଟ ମ୍ୟାଚ୍ ଖେଳାଯାଉ ଏବଂ ପାକିସ୍ଥାନ ଟିମ୍ ର ଭାରତ ଆଗମନକୁ ବାତିଲ କରାଯାଉ ବୋଲି ଶ୍ରୀ ମିଶ୍ର ଦାବୀ କରିଥିଲେ ।

ବିସ୍ତୃତ