ଓଡିଶା ନ୍ୟୁଜ/ Odisha News

Tag Archives: ଭୁବନେଶ୍ଵର

ପରିବେଶ

ଭୁବନେଶ୍ଵରରେ ପାରଦ ୪୫.୮ ଡିଗ୍ରୀ, ଏପ୍ରିଲର ସର୍ବକାଳୀନ ରେକର୍ଡ

ପୂର୍ବରୁ ଏପ୍ରିଲ ୨୩ , ୧୯୮୫ ରେ ରାଜଧାନୀ ରେ ସର୍ବୋଛ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରଯାଇଥିଲା। ଚଳିତ ଗ୍ରୀଷ୍ମ ରେ ଏ ପର୍ଯ୍ୟନ୍ତ ୧୬ ଜଣ ଅଂଶୁଘାତ ଜନିତ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟପର୍ଯଟନ

ସ୍ମାର୍ଟ ସିଟି ଭାବେ ବିକଶିତ ହେବ ଭୁବନେଶ୍ଵର, ରାଉରକେଲା

ମନୋନୀତ ସହର ମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪୮ହଜାର କୋଟି ଟଙ୍କା ଖର୍ଚ କରିବେ ପ୍ରତ୍ୟେକ ସହରର ବିକାଶ ପାଇଁ ବାର୍ଷିକ ୧୦୦କୋଟି ହିସାବରେ ୫ବର୍ଷରେ ୫୦୦କୋଟି ଟଙ୍କା ସରକାର ଦେବେ ।

ବିସ୍ତୃତ
ଅପରାଧ

ସାମ୍ବାଦିକଙ୍କୁ ମାଡ ମାରି ଆରପିଏଫ ଅଧିକାରୀ ନିଲମ୍ବିତ

ଯାତ୍ରୀଙ୍କ ପ୍ରତିବାଦର ଦୃଶ୍ୟ କନକ ଟିଭିର ସାମ୍ବାଦିକ ସତ୍ୟଜିତ ସେନ ଓ କ୍ୟାମେରାମେନ ଶଙ୍କର ପାତ୍ର ଉତ୍ତୋଳନ କରୁଥିବ ବେଳେ ଆରପିଏଫ ଇନିସପେକ୍ଟର ସଞ୍ଜୟ କୁମାର ସ୍ଵାଇଁ ତାଙ୍କୁ ମାଡ ମାରି ତାଙ୍କ କ୍ୟାମେରା ଭାଙ୍ଗିବା ସହ କ୍ୟାମେରାରୁ କ୍ୟାସେଟ କାଢି ନେଇଯାଇଥିଲେ ।

ବିସ୍ତୃତ
ଅପରାଧ

୨୦୦୫ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ସମେତ ୧୬ ଜଣ ଖଲାସ

ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରି ଗ୍ୟାଙ୍ଗ ଷ୍ଟାର ଅନିଲ ଛୋଟରାୟ ଓ କେତେକ ଠିକାଦାରଙ୍କୁ ଗିରଫ କରିଥିଲେ । ତଦନ୍ତ ରିପୋର୍ଟରେ ଯାଞ୍ଚ କରିଥିବା ସଂସ୍ଥା ଟେଣ୍ଡର ଫିକସିଂକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଦର୍ଶାଇଥିଲେ ।

ବିସ୍ତୃତ
ରାଜନୀତି

ଜମି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସ୍ଵେଚ୍ଛାସେବୀଙ୍କ ଦାବି

କିନ୍ତୁ ଦୀର୍ଘ ଛଅ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି କି ଗୋଟିଏ ବେଆଇନ୍ ପ୍ଲଟ ସରକାର ଅଧୀନକୁ ଆଣିନ ଥିବା ସେ ଅଭିଯୋଗ କରିଛନ୍ତି । ଅର୍ଥ ବିଭାଗ ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ଅଡ଼ିଟ୍ କରିନାହିଁ ତେଣୁ ଏହାର ତଦନ୍ତ ସିବିଆଇ ଦ୍ଵାରା କରାଇବାକୁ ସେ ଦାବି କରିଛନ୍ତି ।

ବିସ୍ତୃତ