Tag: ଭୁବନେଶ୍ୱର

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ

ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବା ସହିତ ଉତରା ପବନ ପ୍ରବାହ ଯୋଗୁଁ ଅଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ।

ଭୁବନେଶ୍ୱରରେ ସ୍ୱାମୀ ବିବେକାନନ୍ଦ ଜନ୍ମଜୟନ୍ତୀ ଉତ୍ସବ

ସ୍ୱାମୀଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଅବସରରେ ସ୍ୱାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ସମିତି ଆନୁକୂଲ୍ୟରେ ଏକ ଶୋଭାଯାତ୍ରା କ୍ୟାପିଟାଲ୍ ହାଇସ୍କୁଲ ପଡିଆରୁ ବାହାରି ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନ୍ ପରିକ୍ରମା କରିଥିଲା ।

ଓଡ଼ିଶା ପ୍ରତିଭାଙ୍କୁ ଲିଭିଂ ଲିଜେଣ୍ଡ୍ ଆୱାର୍ଡ ପ୍ରଦାନ

ରଶ୍ମି ରଞ୍ଜନ ପରିଡ଼ା, ଓଡ଼ିଶା ଡାଏରୀର ଏଡିଟର ଇନ୍ ଚିଫ୍ କହିଛନ୍ତି ଯେ ଓଡ଼ିଶା ଡାଏରୀ ବହୁ ବାଧାବିଘ୍ନ ଅତିକ୍ରମ କରି, ଦୀର୍ଘ ଯାତ୍ରା କରି, ଆଜି ଏହି ସ୍ଥାନରେ ପହଂଚିଛି ।

ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବନ୍ଦ କରିବ ଦୁଇଟି ବିମାନ ସେବା

ପୂର୍ବରୁ ଏୟାର ଇଣ୍ଡିଆ ହାଇଦ୍ରାବାଦ ଓ ରାୟପୁରକୁ ଉଡାଣ ବନ୍ଦ କରିଥିଲା । ୨ବର୍ଷତଳେ ଭୁବନେଶ୍ୱର - ଚେନ୍ନାଇ -ବିଶାଖାପାଟଣାକୁ ଚଳାଚଳ କରୁଥିବା ବିମାନକୁ ମଧ୍ୟ ବନ୍ଦ କରିଦିଆ ଯାଇଛି ।

କୋଇଲା ବ୍ଲକ ଆବଣ୍ଟନ ଅନିୟମିତତା: ଭୁବନେଶ୍ୱରରେ ପିଏସି

ସୈନିକ ମାଇନିଂ ସହ ହୋଇଥିବା ଚୁକ୍ତି,ନବ ଭାରତ ପାଇଥିବା କୋଇଲା ବ୍ଲକ ଏସାର କଂପାନୀକୁ ହସ୍ତାନ୍ତର କରିବା ଏବଂ ଅନ୍ୟନ୍ୟ କୋଇଲା ଦୁର୍ନୀତି ନେଇ ରାଜ୍ୟ ସରକାର ଅଡୁଆରେ ଅଛନ୍ତି ।

ଭୁବନେଶ୍ୱରରେ ଜାତିୟ ମହିଳା କମିଶନ ଟିମ୍

୧୦ ଦିନ ମଧ୍ୟରେ ସେ କମିଶନରଙ୍କୁ ରିପୋଟ ପ୍ରଦାନ କରିବେ,

This website uses cookies.