Tag Archives: ମଧୁବାବୁ ପେନସନ ଯୋଜନା

ଓଡିଶା ଖବର

ଶନିବାର ଦିନ ମିଳିବ କମ୍ବଳ ଭତା

ପ୍ରଥମଥର ପାଇଁ ଶୀତଦିନେ କମ୍ବଳ କିଣିବାକୁ ସରକାର ଏପରି ଭତା ବ୍ୟବସ୍ଥା କରିଛନ୍ତି । ଏଥିଲାଗି ବିଧାନସଭାରେ ବିଜେଡିର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ଏକ ଐତିହାସିକ ନିଷ୍ପତି ବୋଲି ବିଜେଡି ବିଧାୟକମାନେ କହିଛନ୍ତି ।

ବିସ୍ତୃତ