ମହାନଦୀ

ରାଜ୍ୟରେ ବନ୍ୟା ଆଶଂକା ନାହିଁ: ସରକାର

ହୀରାକୁଦରେ ଜଳ ପତ୍ତନ ୬୧୨ ଫୁଟ୍ ରହିଥିବା ବେଳେ ଏହାର ୧୯ଟି ଗେଟ୍ ଦେଇ ୩ ଲକ୍ଷ ୧୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ମହିଳାଙ୍କୁ ମହାନଦୀକୁ ଫିଙ୍ଗିବା ଘଟଣାରେ ଆଉ ଜଣେ ଗିରଫ

ଗତ ୧୫ ତାରିଖରେ ଅଭିଯୁକ୍ତ ପ୍ରଶାନ୍ତ ଏବଂ ବିଜନ କୁମାର ମଲ୍ଲିକକୁ ପୋଲିସ ଗିରଫ କରିଥିଲା ।

ମହିଳାଙ୍କୁ ମହାନଦୀ କୁ ଫିଙ୍ଗିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ସତ୍ୟବ୍ରତ ତାଙ୍କ ଘରେ କାମ କରୁଥିବା ଇଲେକ୍ଟ୍ରିସିଆନ ପ୍ରଶାନ୍ତଙ୍କ ସହିତ କଥା ହୋଇ ହତ୍ୟା ଯୋଜନା କରିଥିଲେ ।

ମହିଳାଙ୍କୁ ହତ୍ୟା ଉଦ୍ୟମ, ଅବସରପ୍ରାପ୍ତ ଜଜଙ୍କ ସହ ୪ ଗିରଫ

ମହିଳାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯିବା ସହ ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ସୁପାରି ଦୀଆଯାଇଥିଲା ବୋଲି ପୋଲିସ କହିଛି ।

ମହାନଦୀରୁ ପାଣି ନେବାକୁ ଆଇଓସିଏଲ୍ କୁ ଅନୁମତି

କଟକ ସହରରେ ଏକ ଟ୍ରିନେଣ୍ଟ ପ୍ଳାଣ୍ଟ ନିର୍ମାଣ କରିବା ସହ ପାଞ୍ଚଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଖଣ୍ଡପୀଠରେ ଦର୍ଶାଯାଇଛି ।

This website uses cookies.