Tag Archives: ମହିଳା କମିଶନ

ଓଡିଶା ଖବରରାଜନୀତି

ମହିଳା କମିଶନଙ୍କ ରିପୋର୍ଟ ବିଜେଡି ପ୍ରାୟୋଜିତ: ପ୍ୟାରିମୋହନ

ମହାପାତ୍ର କହିଛନ୍ତି ମହିଳା କମିଶନ ଉପର ଠାଉରିଆ ଭାବେ ତଦନ୍ତ କରିଛନ୍ତି ଓ ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇଛନ୍ତି । ଏ ଘଟଣାକୁ ନେଇ ସେ କୋର୍ଟର ଆଶ୍ରୟ ନେବେ ।

ବିସ୍ତୃତ
ଓଡିଶା ଖବର

ମହିଳା କମିଶନଙ୍କ ରିପୋର୍ଟକୁ ଓମସାର ପ୍ରତିବାଦ

ମାଧବୀଙ୍କ ମୃତ୍ୟୁର ରହସ୍ୟକୁ ଉନ୍ମୋଚନ କରିବା ଲାଗି ସରକାର ତୀବ୍ର ବିରୋଧର ସମ୍ମୁଖୀନ ହେବାରୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ।

ବିସ୍ତୃତ
ଓଡିଶା ଖବର

ମାଧବୀଲତା ମୃତ୍ୟୁ: ସିଡିଏମ୍ଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ

ତଦନ୍ତ ରିପୋର୍ଟରେ ସେ ଏଥିସହ ସରକାରଙ୍କୁ ମୃତ ମାଧବୀଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ ସୁପାରିଶ କରିଛନ୍ତି ।

ବିସ୍ତୃତ