Tag Archives: ମହିଳା ବିରୋଧି ଅତ୍ୟାଚାର

ଓଡିଶା ଖବର

ମହିଳାଙ୍କ ବିରୋଧରେ ଅତ୍ୟାଚାରର ତଦନ୍ତ ତ୍ୱରାନ୍ୱିତ ପାଇଁ ସ୍ଵତନ୍ତ୍ର ୟୁନିଟ

ଇନଭେଷ୍ଟିଗେଟିଙ୍ଗ ୟୁନିଟ୍ସ ଫର କ୍ରାଇମ୍ସ ଏଗେନଷ୍ଟ ୱୂମେନ (ଆଇୟୁସିଏଡବ୍ଲ୍ୟୁ) ନାମରେ ନାମିତ ଏହି ସ୍ଵତନ୍ତ୍ର ସଂସ୍ଥା ପାଇଁ ୧୦୫ ଜଣ ପୋଲିସ ଅଧିକାରୀ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ବିସ୍ତୃତ