Tag: ମାଓବାଦୀ

ଗୁମୁଡୁମାହା ଗାଁର ରକ୍ତାକ୍ତ ରାତି; କେତୋଟି ତଥ୍ୟ

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା…

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା ଅ।ଦୌ ଗ୍ରହଣୀୟ ଯୁକ୍ତି ନୁହେଁ ବୋଲି ମାନବାଧିକାର କର୍ମୀ ମାନେ କହୁଛନ୍ତି । ପୋଲିସ୍ ବାହିନୀର କମ୍ବିଂ ଅପରେସନ୍ ପାଇଁ ଏକ ନିର୍ଦ୍ଦିଷ୍ଟ ମାନକ ବ୍ୟବସ୍ଥା ରହିଛି ।

ମାଓବାଦୀଙ୍କ ବିସ୍ଫୋରଣରେ ତିନି ବିଏସଏଫ ଯବାନ ସମେତ ଚାରି ମୃତ

ଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ…

ଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି ।

ପୋଲିସ ଗୁଳିରେ ତିନି ମାଓବାଦୀଙ୍କ ମୃତ୍ୟୁ

ସ୍ଥାନୀୟ ଜଙ୍ଗଲରେ ମାଓବାଦୀମାନଙ୍କର ଏକ ବୈଠକ ଆୟୋଜନ କରାଯାଉଥିବା ସୂଚନା ପାଇ ଜିଲ୍ଲା ପୁଲିସ ମୁଖ୍ୟଙ୍କ ନେତୃତ୍ଵରେ ଏକ ପୋଲିସ…

ସ୍ଥାନୀୟ ଜଙ୍ଗଲରେ ମାଓବାଦୀମାନଙ୍କର ଏକ ବୈଠକ ଆୟୋଜନ କରାଯାଉଥିବା ସୂଚନା ପାଇ ଜିଲ୍ଲା ପୁଲିସ ମୁଖ୍ୟଙ୍କ ନେତୃତ୍ଵରେ ଏକ ପୋଲିସ ଟିମ ସେହି ସ୍ଥାନରେ ପହଞ୍ଚିଥିଲା ।

ମାଲକାନଗିରିରେ ୫ ମାଓବାଦୀଙ୍କ ଆତ୍ମସମର୍ପଣ

ଆନ୍ଧ୍ର ଓ ଛତିଶଗଡର ପ୍ରାୟ ୫୦ ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ଏହି ମାଓବାଦୀ ମୋବାଇଲ ଟାୱାର…

ଆନ୍ଧ୍ର ଓ ଛତିଶଗଡର ପ୍ରାୟ ୫୦ ରୁ ଅଧିକ ମାଓ ହିଂସାରେ ସାମିଲ ଥିବା ଏହି ମାଓବାଦୀ ମୋବାଇଲ ଟାୱାର ବିସ୍ଫୋରଣ, ଜିଲ୍ଲାର ଏମପିଭି-୨୧ ଗ୍ରାମରେ ନିର୍ବାଚନୀ ହିଂସା, କୋରାପୁଟର ଦାମନଯୋଡ଼ିରେ ଆକ୍ରମଣ ଓ ପୋଲିସ୍ ଇନଫର୍ମର ସନ୍ଦେହରେ ବହୁ ନିରୀହ ଆଦିବାସୀଙ୍କୁ ହତ୍ୟା ଆଦି ମାମଲାରେ ଜଡିତ ଥିବା ପୁଲିସ ଦାବି କରିଛି ।

ମାଓବାଦୀ ଗିରଫ ହେବାପରେ ସାଥିର ଆତ୍ମହତ୍ୟା

ନିର୍ମଳା ନାମକ ଏହି ମହିଳା ସାଥି ଗୌତମ ବାଗ ସହିତ ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ଚିକିତ୍ସିତ ହେବାକୁ ଯାଉଥିବା ବେଳେ…

ନିର୍ମଳା ନାମକ ଏହି ମହିଳା ସାଥି ଗୌତମ ବାଗ ସହିତ ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ଚିକିତ୍ସିତ ହେବାକୁ ଯାଉଥିବା ବେଳେ ବଲାଙ୍ଗୀର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ତାକୁ ଚିହ୍ନଟ କରି ଗିରଫ କରିଥିଲା ।

ଠିକାଦାର କ୍ୟାମ୍ପରେ ମାଓବାଦୀଙ୍କ ପୋଡା ଜଳା

ପ୍ରାୟ ୩୦ ଜଣ ମାଓବାଦୀ ଦଳଗତ ଭାବେ ଏହି କାଣ୍ଡ ଘଟାଇଥିବା ସେ ସୂଚନା ଦେଇଛନ୍ତି। ଜଳା ପୋଡା କରି…

ପ୍ରାୟ ୩୦ ଜଣ ମାଓବାଦୀ ଦଳଗତ ଭାବେ ଏହି କାଣ୍ଡ ଘଟାଇଥିବା ସେ ସୂଚନା ଦେଇଛନ୍ତି। ଜଳା ପୋଡା କରି ଫେରିବା ସମୟରେ ଠିକାଦାର କ୍ୟାମ୍ପରେ ଦୁଇଟି ଚିଠି ଛାଡିଯିବା ସହ ସେ ଜାଗା ଶୀଘ୍ର ଖାଲି କରିବା ପାଇଁ ନିର୍ମାଣ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଧମକ ଦେଇଥିବା ସେ କହିଛନ୍ତି ।

This website uses cookies.