Tag: ମାଓବାଦୀ

ମାଓବାଦୀଙ୍କ ସହ ଯାଇଥିବା ଗ୍ରାମବାସୀଙ୍କ ପ୍ରତ୍ୟାବର୍ତ୍ତନ

ପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି । ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ପ୍ରତ୍ୟାବର୍ତ୍ତନ କରିଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ତିନି…

୭ ମାଓବାଦୀ ଗିରଫ: ବିପୁଳ ବିସ୍ପୋରକ ଜବତ

ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବାର ଖବର ପାଇ ସ୍ଥାନୀୟ ପୋଲିସ ଓ ସୀମା ସୁରକ୍ଷାବାହିନୀ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା ।

ମାଓବାଦୀ ଗୁଳିରେ ପୂର୍ବତନ ସମିତି ସଭ୍ୟ ନିହତ

ଜିଲାପାଳ ଭିନୀଲ କ୍ରୀଷ୍ଣା ଅପହରଣ ସମୟରେ ପ୍ରଶାସନର ମଧ୍ୟସ୍ଥି ସାଜି ଆଦିବାସୀଙ୍କୁ ଉସକାଉଥିବା ସଂପର୍କରେ ମାଓବାଦୀମାନେ ତାଙ୍କୁ ବହୁ ପୂର୍ବରୁ ଟାର୍ଗେଟ କରିଥିବା ଜଣାପଡିଛି ।

ସରକାର-ମାଓ ସଂପର୍କନେଇ ବିଧାନସଭା ହୁଲସ୍ତୁଲ

ମାଓବାଦୀଙ୍କୁ ଯେଉଁ ଟଙ୍କା ଦିଆଯାଇଛି ତାହା କେଉଁ ସୂତ୍ରରୁ ଆସିଛି ସେ ବିଷୟରେ ଗୃହରେ ସରକାର ମତ ରଖନ୍ତୁ ବୋଲି ବିରୋଧୀଦଳ ଦାବି କରିଛି ।

ସରକାର-ମାଓବାଦୀ ସଂପର୍କ ଅଭିଯୋଗ: ଏନ୍ଆଇଏ ତଦନ୍ତ ଦାବିକଲା କଂଗ୍ରେସ

ବିଜେଡି ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି କଂଗ୍ରେସ ତରଫରୁ ଯାହା ସବୁ ଅଭିଯୋଗ ହେଉଛି ସଂପୂର୍ଣ୍ଣ ଭିତିହିନ ଓ କପୋଳ କଳ୍ପିତ ।

ବିଜେଡି ଓ ମାଓବାଦୀଙ୍କର ରହିଛି ଭିତିରି ସଂପର୍କ-ପ୍ୟାରୀ

ଏହାପରେ ଯଦି ନବୀନଙ୍କର ସାମାନ୍ୟ ଆତ୍ମସମ୍ନାନ ଥାଏ ତାହାହେଲେ ସେ ଇସ୍ତପା ଦେଇ ଦିଅନ୍ତୁ ବୋଲି ପ୍ୟାରୀ କହିଛନ୍ତି । ପ୍ୟାରୀ କହିଛନ୍ତି ମାଓବାଦୀଙ୍କ ସହ ସରକାରଙ୍କ ଭିତିରି ସଂପର୍କ ରହିଛି । ଆଇଏଏସ୍ ଭିନିଲ କ୍ରୀଷ୍ଣା ଓ ବିଧାୟକ ଝିନ୍ନ ହିକାକାଙ୍କ ମୁକ୍ତିପାଇଁ ସରକାର ମାଓବାଦୀଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି ।

This website uses cookies.