Tag Archives: “ମାଛ ମଞ୍ଜି କୋବତା କରି”

ଆମ ରୋସେଇ ଘରୁ

“ମାଛ ମଞ୍ଜି କୋବତା କରି”

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ ଆବଶ୍ୟକ ସାମଗ୍ରୀ: ମାଛ ମଞ୍ଜି-୨୫୦ ଗ୍ରାମ, ପିଆଜ-୨ଟା(ବଡ), ଟମାଟୋ-୧ଟା (ବଡ), ଅଦା ବଟା-୧ ଚାମଚ(ଛୋଟ), ରସୁଣ ବଟା-୧ଚାମଚ(ଛୋଟ), ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ), ଧନିଆଗୁଣ୍ଡ-୧ଚାମଚ(ଛୋଟ), ହଳଦୀ ଗୁଣ୍ଡ-୧ଚାମଚ(ଛୋଟ), ରିଫାଇନ୍ ତେଲ-୧କପ, କଟା ଧନିଆପତ୍ର, ଅଳ୍ପ କିଛି ବେସନ-୪ ଚାମଚ(ବଡ), ଗରମ ମସଲା ଗୁଣ୍ଡ-୧ ଚମଚ(ଛୋଟ), ସ୍ୱାଦ ଅନୁସାରେ ଲୁଣ । ପ୍ରସ୍ତୁତି ପ୍ରଣାଳୀ...

ବିସ୍ତୃତ