Tag Archives: ମାତୃ ଓ ଶିଶୁ ମୃତ୍ୟୁହାର

ସଭା ସମିତି

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତଙ୍କ ସାହାଯ୍ୟ ଆବଶ୍ୟକ

ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି ଓ ପ୍ରଶାସନ ନିକଟରେ ଲୋକଙ୍କ ସମସ୍ୟା ପହଞ୍ଚାଊଛି । ଲୋକମାନଙ୍କ ନିକଟରେ ସଚେତନତାର ବାର୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ର ଭୂମିକା ଅତି ଗୁରୁତ୍ଵପୂର୍ଣ ବୋଲି ସେ କହିଛନ୍ତି ।

ବିସ୍ତୃତ