Tag: ମାଲକାନଗିରି

ମାଓବାଦୀଙ୍କ ବିସ୍ଫୋରଣରେ ତିନି ବିଏସଏଫ ଯବାନ ସମେତ ଚାରି ମୃତ

ଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ…

ଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି ।

ମାଲକାନଗିରିର ୭ଟି ବ୍ଲକ ପୁନର୍ଗଠିତ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ମାଲକାନଗିରି ବ୍ଲକରେ ବର୍ତମାନ ୧୩ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନରେ ୧୯ଟି ଗ୍ରାମ ପଞ୍ଚାୟତ…

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ମାଲକାନଗିରି ବ୍ଲକରେ ବର୍ତମାନ ୧୩ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନରେ ୧୯ଟି ଗ୍ରାମ ପଞ୍ଚାୟତ ରହିବ । ପଡିଆ ବ୍ଲକରେ ୧୦ଟି ପଞ୍ଚାୟତ ରହିଥିବାବେଳେ ୮ଟି ପଞ୍ଚାୟତ ରହିବ ।

ମାଲକାନଗିରି: ୨୯ ଜଣ କଏଦୀଙ୍କ ଅନଶନ

କଏଦୀମାନେ ଆମରଣ ଅନଶନ କରିଥିବା ଯୋଗୁଁ ଜେଲ୍ କତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କଏଦୀମାନେ ଆମରଣ ଅନଶନ କରିଥିବା ଯୋଗୁଁ ଜେଲ୍ କତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

୨ମହିଳା ସମେତ ୫ ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଶା ଓ ଛତିଶଗଡ଼ର ବହୁ ନକ୍ସଲ ହିଂସାରେ ଏମାନେ ଜଡ଼ିତ ଥିବାବେଳେ ସୁକୁମା ଜିଲାପାଳ ଆଲେକ୍ସ ପୋଲ ମେନନ ଅପହରଣର…

ଓଡ଼ିଶା ଓ ଛତିଶଗଡ଼ର ବହୁ ନକ୍ସଲ ହିଂସାରେ ଏମାନେ ଜଡ଼ିତ ଥିବାବେଳେ ସୁକୁମା ଜିଲାପାଳ ଆଲେକ୍ସ ପୋଲ ମେନନ ଅପହରଣର ମୁଖ୍ୟ ଥିଲେ ।

କୋରାପୁଟରେ ପଶୁଧନ ବିକାଶ ପ୍ରକଳ୍ପର ଶୁଭାରମ୍ଭ

ରାଜ୍ୟର କୃଷକ ମାନଙ୍କୁ ଚାଷ ସହିତ ଗୋପାଳନ, କୁକୁଡା ଚାଷ, ମାଛ ଚାଷ ଆଦି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କର…

ରାଜ୍ୟର କୃଷକ ମାନଙ୍କୁ ଚାଷ ସହିତ ଗୋପାଳନ, କୁକୁଡା ଚାଷ, ମାଛ ଚାଷ ଆଦି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ସରକାରଙ୍କ ଲକ୍ଷ ।

ମାଲକାନଗିରି: କମାରପାଲ୍ଲୀ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ

ଏପରି ମୃତ୍ୟୁକୁ ନେଇ ସମଗ୍ର ପଞ୍ଚାୟତର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେ ଏହାର କାରଣ ସମ୍ପର୍କରେ ଲୋକେ ସଠିକ କହିପାରୁନାହାନ୍ତି…

ଏପରି ମୃତ୍ୟୁକୁ ନେଇ ସମଗ୍ର ପଞ୍ଚାୟତର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେ ଏହାର କାରଣ ସମ୍ପର୍କରେ ଲୋକେ ସଠିକ କହିପାରୁନାହାନ୍ତି ।

This website uses cookies.