Tag: ମାଲକାନଗିରି

ପୋଳାଭରମ ପ୍ରକଳ୍ପକୁ ନେଇ ଘନେଇଲା ବିଜେଡି ରାଜନୀତି

ପିସିସି ସଭାପତି ନିରଂଜନ ପଟ୍ଟନାୟକ ବିଜେଡିର ଏହି ସମାବେଶ ପରିପ୍ରେକ୍ଷିରେ କହିଛନ୍ତି ଯେ,ଏହା ତୁଛା ରାଜନୀତି ଛଡା ଆଉ କିଛି ନୁହେଁ ।

ପୂର୍ବତନ ନାଏବ ସରପଞ୍ଚଙ୍କୁ ମାାଓବାଦୀଙ୍କ ହତ୍ୟା

ଶନିବାର ସ୍ଥାନୀୟ ଲୋକେ ମୃତହେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ ।

ମାଓବାଦୀ ସହରର ଉନ୍ନତିରେ ସହଯୋଗ କରନ୍ତୁ: ଜୟରାମ

୨୫୦ରୁ କମ୍ ପରିବାର ବାସ କରୁଥିବା ମାଓ ପ୍ରବଣ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।

ଜୟରାମଙ୍କ ଗସ୍ତ ପୂର୍ବରୁ ଗୁଳି ବିନିମୟ, ଯବାନ ଆହତ

ଏହି ଘଟଣା ପରେ ରମେଶଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ମାଲକାନଗିରି: ଠିକାଦାରଙ୍କୁ ମାଓବାଦୀଙ୍କ ହତ୍ୟା

ଠିକାଦାର କାମ ଛାଡ଼ି ଦେବାକୁ ତାଙ୍କୁ ମାଓବାଦୀମାନେ ବାରମ୍ବାର ଧମକ ଦେଇଆସୁଥିଲେ ।

ମାଲକାନଗିରି: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

^dûMWÿ @ÈûMûe fêUþ, ûc^ù~ûWÿò @ûKâcY iùcZ aòbò^Ü jõòiûKûŠùe ùi iõ_éq [ôaû ù_ûfòi KjòQò û

This website uses cookies.